Browsing Tag

PAPU’S SUCCESS IN DEODHAR TROPHY

ଓଡ଼ିଆ ବୋଲର୍ ପପୁ ରାୟ ଦେଓଧର ଟ୍ରଫିରେ ନେଲେ ୩ ୱିକେଟ୍

ନୂଆଦିଲ୍ଲୀ : ଦେଓଧର ଟ୍ରଫି କ୍ରିକେଟରେ ଭାରତ-ସି ଦଳ ପକ୍ଷରୁ ଖେଳୁଥିବା ଓଡ଼ିଆ ସ୍ପିନର ପପୁ ରାୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନିଜକୁ ପ୍ରମାଣିତ କରିଛନ୍ତି । ସୁଯୋଗ ପାଇବା ପରେ କମାଲ ଦେଖାଇଛନ୍ତି ପପୁ । ଯାଜପୁର ଜିଲ୍ଲା ଦଳରୁ ଖେଳୁଥିବା ପପୁ ତାଙ୍କ ୧୦ ଓଭର ବୋଲିଂ କରି ୪୫ ରନରେ ୩…