କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେଲା ଜାତୀୟ ପାରା ଆଥଲେଟିକ୍ସ ପ୍ରତିଯୋଗିତା
ଭୁବନେଶ୍ୱର (କେନ୍ୟୁଜ୍) : ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ଆଜି ଠାରୁ ଆରମ୍ଭ ହୋଇଛି ୨୦ତମ ଜାତୀୟ ପାରା ଆଥଲେଟିସ ଚାମ୍ପିଅନ୍ସିପ୍ । ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପ୍ରତିଯୋଗିତାର ଉଦଘାଟନ କରାଯାଇଛି । ଏଥିରେ ସାରା ଦେଶରୁ ୧୧୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା…