Browsing Tag

parachute

ସହାୟତା ଯୋଗାଣ ପାଇଁ ଯାଉଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌, ୫ ମୃତ ଏବଂ ୧୦ ଆହତ

ଗାଜାକୁ ମାନବୀୟ ସହାୟତା ଯୋଗାଣ ପାଇଁ ଯାଇଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌ । ଫଳରେ ଦୁର୍ଘଟଣାରେ ୫ ମୃତ, ୧୦ ଆହତ ହୋଇଛନ୍ତି । ଯୁଦ୍ଧବିଧ୍ବସ୍ତ ଗାଜାରେ ମାନବୀୟ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଏଥିପାଇଁ ଆମେରିକା, ବେଲଜିୟମ, ଇଜିପ୍ଟ, ଫ୍ରାନସ ଓ ନେଦରଲ୍ୟାଣ୍ଡସ ପକ୍ଷରୁ ମାନବୀୟ…

ଆଗ୍ରାରେ ଦୁଃଖଦ ଦୁର୍ଘଟଣା: ଜମ୍ପିଂ ବେଳେ ବିଦ୍ୟୁତ୍‌ ତାରରେ ଲାଗି ତରଳିଗଲା ପାରାସୁଟ୍‌, କମାଣ୍ଡୋ ମୃତ

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପାରାସୁଟ୍‌ ଜମ୍ପିଂ ବେଳେ ଜଣେ କମାଣ୍ଡୋଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ମଲପୁରା ଥାନା ଅଞ୍ଚଳରେ ପାରାସୁଟ୍‌ ଜମ୍ପିଂ ବେଳେ ହଠାତ୍‌ କମାଣ୍ଡୋଙ୍କ ପାରାସୁଟ୍‌ ହାଇ ଟେନ୍‌ସନ ବିଦ୍ୟୁତ୍‌ ଲାଇନ୍‌ ସଂସ୍ପର୍ଶରେ…

ମଝିଆକାଶରେ ହେଲିକପ୍ଟରରେ ଲାଗିଗଲା ବ୍ୟକ୍ତିଙ୍କ ପାରାସୁଟ୍‌, ଏମିତି ଜୀବନ ବଞ୍ଚାଇଲେ ଯବାନ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ସେଭଳି ଏକ ଭିଡିଓ ଏବେ ଖୁବ୍‌ ସେୟାର କରାଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାରାସୁଟ୍‌ ହେଲିକପ୍ଟରରେ ଲାଗିଯାଇଥିବା ଦେଖାଯାଇଛି। ରିପୋର୍ଟ ମୁତାବକ, ଏହି ଘଟଣା ୧୮…