Browsing Tag

paradeep

ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରୁ ସଦସ୍ୟ

ପାରାଦୀପ (କେନ୍ୟୁଜ): ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ବନ୍ଦର ଆଙ୍କରେଜ ଏରିଆରେ ଏହି ଘଟିଛି ଘଟଣା । ଜାହାଜର କ୍ରୁ ସଦସ୍ଯ ବୋଇଂ ଙ୍କୁ…

୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା: ଅନୁବାଦକଙ୍କର ସାହାଯ୍ୟ ନେଲା ତଦନ୍ତ ଟିମ୍

ପାରାଦୀପ (କେନ୍ୟୁଜ): ପାରାଦୀପ ଏମଭି ଦେବୀ ଜାହାଜରୁ କୋକେନ ମିଳିବା ଘଟଣା। ପାରାଦୀପରେ ପହଞ୍ଚିଲେ ବିଦେଶୀ ଭାଷା ଅନୁବାଦ ଟିମ। ଭାଷା ସମସ୍ୟାକୁ ନେଇ ୭ଦିନ ଧରି ଆଗେଇ ପାରୁନଥିଲା ତଦନ୍ତ। ଏହି ଟିମ୍ ଏମଭି ଦେବୀ ଜାହଜର କ୍ରୁ ମେମ୍ବରଙ୍କ ଭାଷାକୁ ଅନୁବାଦ କରି ତଥ୍ୟ ପ୍ରଦାନ କରିବ।…

ଜାହାଜରେ ଧଳା ଜହର କାରବାର ଘଟଣା: କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ

ପାରାଦୀପ (କେନ୍ୟୁଜ): ପାରାଦୀପରେ ଏମଭି ଦେବୀ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା। ଆଜି କୁଜଙ୍ଗ ଏନଡିପିଏସ କୋର୍ଟରେ ୨୨୦ କୋଟି ଟଙ୍କାର କୋକେନ ଦାଖଲ କଲା କଷ୍ଟମ ବିଭାଗ। ୨ଟି ପ୍ୟାକେଟର ସାମ୍ପଲ କଷ୍ଟମ ବିଭାଗକୁ ମିଳିଥିଲା। ସାମ୍ପଲ ଯାଞ୍ଚ ପାଇଁ ଏହା ଫୋରେନସିକ ଲ୍ୟାବକୁ…

ଆଜି ପାରାଦୀପ ଯିବେ ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ

ପାରାଦୀପ (କେନ୍ୟୁଜ): ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରବିବାର ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଆଜି ସକାଳ ସାଢେ ୮ଟାରେ ତାଙ୍କ କାରକେଡ୍ ରାଜଭବନରୁ ବାହାରି…

ମଝି ସମୁଦ୍ରରୁ ଉଦ୍ଧାର ହେଲା ‘ସମୁଦ୍ର କୌସ୍ତୁଭ’ ଜାହାଜ; ଇଞ୍ଜିନ ଖରାପ ଯୋଗୁ ଫସିରହିଥିଲା

ପାରାଦ୍ବୀପ (କେନ୍ୟୁଜ): ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ । ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ। ଇଞ୍ଜିନ ଖରାପ ହୋଇଯାଇଥିବାରୁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ସମୁଦ୍ର ମଝିରେ ଫସିରହିଥିଲା ।…

ସିବିଆଇ ଜାଲରେ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ରେଡ୍ ବେଳେ ମିଳିଲାଣି କୋଟିଏ ରୁ ଅଧିକ ଟଙ୍କାର ସମ୍ପତ୍ତି

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟ ହେଲଥ ଅଫିସର ଡାକ୍ତରଙ୍କ ଘରେ ମାରାଥନ୍ ରେଡ୍। ମିଳିଲାଣି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ ୪ଟି ସ୍ଥାନରେ ରେଡ କରାଯାଉଛି। ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା ସହ ଦାମୀ ମଦ ଓ…

ଆଇଓସିଏଲ ଗେଟ୍ ନିକଟରେ ସନ୍ଦିଗ୍ଧ ଆଟାଚି, ବମ୍ ଥିବା ସନ୍ଦେହ

ପାରାଦୀପ (କେନ୍ୟୁଜ): ଆଇଓସିଏଲ ଗେଟ୍ ନିକଟରେ ସନ୍ଦିଗ୍ଧ ଆଟାଚି। ଆଟାଚିରେ ବମ୍ ଥିବା ସନ୍ଦେହ ହେଉଛି । ଆଜି ସକାଳୁ ଆଇଓସିଏଲର ମୁଖ୍ୟ ଫାଟକ ନିକଟରେ ଏକ ସନ୍ଦିଗ୍ଧ ଆଟାଚ ପଡ଼ିଥିବା ଲୋକମାନେ ଦେଖି ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥଲେ । ଏହାପରେ କର୍ତ୍ତୃପକ୍ଷ ଅଭୟଚାନ୍ଦପୁର ଥାନା…

ପାରାଦୀପ: ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ, ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ଅସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ। ପାରାଦୀପରେ ସମୁଦ୍ର ମଝିରେ ବୋଟ ଉପରେ ହତାଠ୍ ଚଢିଗଲେ ଜଣେ ଯୁବକ। ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ତାଙ୍କ ନିକଟରୁ ଏକ ATM କାର୍ଡ ମିଳିଛି। ଯୁବକଙ୍କୁ ଧରି ନେହେରୁ ବଙ୍ଗଳା…

ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା ! ଅଟୋ ଷ୍ଟାଣ୍ଡ ନିକଟରୁ ମୃତଦେହ ଉଦ୍ଧାର

ପାରାଦୀପ (କେନ୍ୟୁଜ): ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ପାରାଦୀପ ଆଦର୍ଶଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଏକ ପିଣ୍ଡିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଡ଼ ପଡିଆ ରେବିକା ହୋଟେଲ…

ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ: ରାସ୍ତା ତଳକୁ ଖସିଗଲା ଭ୍ୟାନ, ୧୩ ଆହତ

ପାରାଦୀପ (କେନ୍ୟୁଜ): ପାରାଦୀପରୁ ଯାଉଥିବା ଆଦର୍ଶ ବିଦ୍ୟାଳୟର ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଫଳରେ ଗାଡ଼ିରେ ଥିବା ୧୧ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଘଟିଛି । ଖବର ଅନୁଯାୟୀ ଆଜି…

ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା, ମାମୁ ଘର ଲୋକ ଆଣିଲେ ସଂଘାତିକ ଅଭିଯୋଗ

ପାରାଦୀପ(କେ.ନ୍ୟୁଜ): ପାରାଦୀପ ଉପକଣ୍ଠ ତ୍ରିଲୋଚନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସନ୍ଦେହଜନକ ଭାବରେ ୧୫ ବର୍ଷର ଭଣଜାର ମୃତ୍ୟୁ ଘଟିଥିବା ନେଇ ତା ମାମୁ ଘର ଲୋକ ଅଭିଯୋଗ କରିଛନ୍ତି। ମାମୁ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଣଜାକୁ ତା ବାପା ଓ ସାବତ ମା ବାଡେଇ ବାଡେଇ…

ପାରାଦୀପ ସମୁଦ୍ରରୁ ଶୂନ୍ଯ ହେବାରେ ଲାଗିଛି ମାଛର ରାଜା ‘ଇଲିସି’, ୬୦ ହଜାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ…

ପାରାଦୀପ( କେନ୍ଯୁଜ୍): ସରିଲା ସେପ୍ଟେମ୍ବର ମାସ , ହେଲେ ମିଳିଲା ନାହିଁ ପାରାଦୀପର ସୁଆଦିଆ ମାଛ ଇଲିସି। କଥାରେ ଅଛି ମାଛ ଖାଇବ ଇଲିସି ଚାକିରି କରିବ ପୋଲିସି । ମାଛ ଭିତରେ ରାଜା ବୋଲାଉଥିବା ଇଲିସି ଏବେ ସମୁଦ୍ରରେ ଶୂନ୍ଯ ହେବାରେ ଲାଗିଛି। ଲଗାତର ଗତ ୩ ବର୍ଷ ହେଲା ଏଭଳି ସ୍ଥିତି ଲାଗି…