ପାରାଦୀପ ବନ୍ଦରରେ ୧୫ ଲକ୍ଷ ପାଇଁ ୫୦ କୋଟିର ଜାହାଜ ଅଟକ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ପାରାଦୀପ : ୧୫ ଲକ୍ଷ ପାଇଁ ୫୦ କୋଟିର ଜାହାଜ ପାରାଦୀପ ବନ୍ଦରରେ ଅଟକ । ଜାହାଜ ଏମ୍ ଭି ପର୍ପଲ ଫର୍ଚ୍ୟୁନକୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏମ୍ଏଚ ବ୍ଲାଣ୍ଡ ଏସ ଏଲ ନାମକ ରପ୍ତାନୀକାରୀ ସଂସ୍ଥା ପକ୍ଷରୁ ବକେୟା ଟଙ୍କା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି…