Browsing Tag

paralakhemundi

ପାରଳାଖେମୁଣ୍ଡି ସହରରେ ଚାଲିଛି ବେଆଇନ ବାଣ ବିକ୍ରି, ବିନା ଅନୁମତିରେ ଖୋଲିଛି ଶତାଧିକ ଦୋକାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଚାଲିଛି ବେଆଇନ ବାଣ ବିକ୍ରି । ପ୍ରଶାସନର ବିନା ଅନୁମତିରେ ଖୋଲିଛି ଶତାଧିକ ବାଣ ଦୋକାନ । ଗତକାଲି ଚଢାଉ କରି ଦୁଇଟି ବେଆଇନ ବାଣ ଗୋଦାମ ଠାବ କରିବା ସହ ୫୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ପୋଲିସ । କାଶୀନଗର ବ୍ଲକର…

ଜି.ରାମୁଲୁଆମ୍ମାଙ୍କ ନିଷ୍ଠାପର କର୍ମକୁ ଦେଖି ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ପ୍ରଶଂସା

ପାରଳାଖେମୁଣ୍ଡି: ଖାଲି କଣ ପୋଲିସ ପୋଷାକ ପିନ୍ଧିଲେ ଡ୍ୟୁଟି କରିବୁ ଅନ୍ୟ ସମୟରେ ନୁହେଁ ? ସବୁ ସମୟରେ ଆମର ଡ୍ୟୁଟି । ଦେହରେ ଖାକି ଥାଉ ବା ନଥାଉ କତ୍ତର୍ବ୍ୟ ଆମ ପାଇଁ ବଡ଼ । ଯେଉଁଠି ଯେଉଁଠି ଅସୁବିଧା ଅଛି ସେଇଠି ଆମେ ଅଛୁ । ଏ ଟ୍ରାଫିକ ଜାମ୍ ଆମ ପାଇଁ କିଛି ନୂଆ କଥା ନୁହେଁ । ଏକଥା ଆମେ…

ଭିନ୍ନ ଏକ ପରମ୍ପରା, ପାରଳାଖେମୁଣ୍ଡି ଗଜମୁଆଁ ପର୍ବ

ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ତେବେ ପାରଳାଖେମୁଣ୍ଡି ସହରର ଗଜମୁଆଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ କଟିକିଆ ସାହିର ଗଜମୁଆଁ କିଛି ନିଆରା ହୋଇଥାଏ । ଚୈତ୍ରମାସର…

ଭଡା ଘରୁ ଯୁବକଙ୍କର ଗଳିତ ମୃତଦେହ ଉଦ୍ଧାର, ପୁଅ ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲା ମା’

ପାରଳାଖେମୁଣ୍ଡି: ପହର ଦିନ ରାତିରେ କଥା ହୋଇଥିଲି ମୋ ପୁଅ ସହ । ତା’ ପରେ ନମ୍ବର ସୁଇଚ୍ ଅପ୍ ଆସିଥିଲା । ଏବେ ମୁଁ ପୁଅର ମରିବା ଖବର ପାଉଛି । ଏକଥା ପୁଅକୁ ହରାଇଥିବା ମା ଜଣକ କହୁଛନ୍ତି । ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହି ଅଞ୍ଚଳର ଏକ ଭଡା ଘରୁ ଜଣେ ଯୁବକର ଗଳିତ ମୃତଦେହ ଉଦ୍ଧାର ହୋଇଛି…

ଗାଁକୁ ରାସ୍ତା ନଥିବାରୁ ୯ କିଲୋମିଟର ଦୂରରେ ରହିଲା ଆମ୍ବୁଲାନ୍ସ, କାନ୍ଧରେ ବୁହା ହେଲା ମୃତଦେହ

ଗଜପତି : ଗାଁରେ ପକ୍କା ରାସ୍ତା ଖଣ୍ଡିଏ ନାହିଁ ।  ଯାହା ଫଳରେ ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ।  କାନ୍ଧରେ ୯ କିମି ମୁତଦେହକୁ ବୋହିଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବୃଷଭ ପଞ୍ଚାୟତ ବାରୁସିଂ ଗ୍ରାମରେ ।  ଗାଁ କୁ…

ପାରଳାଖେମୁଣ୍ଡି : ବସ୍‌ ଚଳାଚଳ ନେଇ ଉପୁଜିଥିବା ବିବାଦର ସମାଧାନ ହେଉନି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡରେ ବିବାଦୀୟ ପରିସ୍ଥିତି । ଅଭିଯୋଗ ହୋଇଛି କି କିଛି ବସ୍‌ ମାଲିକ କୁଆଡ଼େ ମନମାନି ଚଳାଇଛନ୍ତି । ଯାହାଫଳରେ ଦୁର୍ଗମ ଅଞ୍ଚଳକୁ ଯାଉଥିବା ଏକ ବସ୍‌ ବନ୍ଦ ହୋଇ ଯାଇଛି । ପାରଳାଖେମୁଣ୍ଡିରୁ ଭାୟା…

ପାରଳାଖେମୁଣ୍ଡିରେ ଆଉ ଜଣେ ରାଜକୁମାରୀ, କହିଲେ ଏଇଠି ରହିବି ଓ ଲୋକଙ୍କ ସେବା କରିବି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ପ୍ରଥମଥର ପାଇଁ ପାରଳାଖେମୁଣ୍ଡି ଆସିଛନ୍ତି ସ୍ୱର୍ଗତ ମହାରାଜା ଗୋପୀନାଥ ଗଜପତିଙ୍କ ଭାଇବୋହୂ ଓ ଝିଆରୀ । ସେମାନେ ହେଉଛନ୍ତି ଗୋପୀନାଥ ଗଜପତିଙ୍କ ଭାଇ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କ ଧର୍ମପତ୍ନୀ ଓ ଝିଅ । ଗତକାଲି ଏଠାରେ ପହଞ୍ଚିବା ପରେ ଜଗନ୍ନାଥ…

ଏସିଏଫ୍‌ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାକୁ ପୂରିଲା ମାସେ, ଏବେ ବି ରହସ୍ୟ ଉପରୁ ଉଠିନି ପରଦା

ପାରଳାଖେମୁଣ୍ଡି(କେ.ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ଘଟଣାକୁ ପୂରିଲା ମାସେ। ଏବେ ବି ନ୍ୟାୟ ପାଇଁ ଚାହିଁ ରହିଛନ୍ତି ପରିବାର। ତଦନ୍ତ ଗଡିବା ସହ ସସପେନ୍‌ସ ବଢିବାରେ ଲାଗିଛି। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି…

ସୌମ୍ୟଙ୍କ ମାଆଙ୍କ ଆତ୍ମାହୂତି ଚେତାବନୀ, ପୁଣି ଜେରା ପାଇଁ ପାରଳା ଯିବେ ବିଦ୍ୟା

ପାରଳାଖେମୁଣ୍ଡି(କେନ୍ୟୁଜ ଓଡ଼ିଶା): ପାରଳାଖେମୁଣ୍ଡି ଯିବେ ବିଦ୍ୟାଭାରତୀ। ତଦନ୍ତରେ ସହଯୋଗ କରିବା ପାଇଁ ପୁଣି ଥରେ ବିଦ୍ୟାଭାରତୀଙ୍କୁ କରାଯିବ ଜେରା। ଏନେଇ ପୋଲିସ ମଧ୍ୟ ପ୍ରସ୍ତୁତ। ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାଠୁ କିପରି ଅଛପା ରହିଲେ ବିଦ୍ୟା, ସେ ନେଇ ପୁୁନର୍ବାର ତଦନ୍ତ…

ଭାରସାମ୍ୟ ହରାଇ ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି। ମିଳିଥିବା ସୂଚନାନୁସାରେ, ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଆଡକୁ…

ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ନିକଟରୁ ଅଜଣା ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡଠାରେ ଅଜଣା ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବାବେଳେ,ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସେ ମଦ୍ୟ ପାନ କରି ସେଠାରେ ପଡିଯାଇଥିବା…

ଆଜିଠାରୁ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜିଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ଆଜି ଓ କାଲି ଦୁଇ ଦିନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରେରୀତ ଆରଏମଆରସି ଦଳ ମିଳିତ ଭାବେ ସର୍ଭେ କାମ କରୁଛନ୍ତି ।…