Browsing Tag

paralakhemundi

ପାରଳାଖେମୁଣ୍ଡି : ବସ୍‌ ଚଳାଚଳ ନେଇ ଉପୁଜିଥିବା ବିବାଦର ସମାଧାନ ହେଉନି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡରେ ବିବାଦୀୟ ପରିସ୍ଥିତି । ଅଭିଯୋଗ ହୋଇଛି କି କିଛି ବସ୍‌ ମାଲିକ କୁଆଡ଼େ ମନମାନି ଚଳାଇଛନ୍ତି । ଯାହାଫଳରେ ଦୁର୍ଗମ ଅଞ୍ଚଳକୁ ଯାଉଥିବା ଏକ ବସ୍‌ ବନ୍ଦ ହୋଇ ଯାଇଛି । ପାରଳାଖେମୁଣ୍ଡିରୁ ଭାୟା…

ପାରଳାଖେମୁଣ୍ଡିରେ ଆଉ ଜଣେ ରାଜକୁମାରୀ, କହିଲେ ଏଇଠି ରହିବି ଓ ଲୋକଙ୍କ ସେବା କରିବି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ପ୍ରଥମଥର ପାଇଁ ପାରଳାଖେମୁଣ୍ଡି ଆସିଛନ୍ତି ସ୍ୱର୍ଗତ ମହାରାଜା ଗୋପୀନାଥ ଗଜପତିଙ୍କ ଭାଇବୋହୂ ଓ ଝିଆରୀ । ସେମାନେ ହେଉଛନ୍ତି ଗୋପୀନାଥ ଗଜପତିଙ୍କ ଭାଇ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କ ଧର୍ମପତ୍ନୀ ଓ ଝିଅ । ଗତକାଲି ଏଠାରେ ପହଞ୍ଚିବା ପରେ ଜଗନ୍ନାଥ…

ଏସିଏଫ୍‌ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାକୁ ପୂରିଲା ମାସେ, ଏବେ ବି ରହସ୍ୟ ଉପରୁ ଉଠିନି ପରଦା

ପାରଳାଖେମୁଣ୍ଡି(କେ.ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ଘଟଣାକୁ ପୂରିଲା ମାସେ। ଏବେ ବି ନ୍ୟାୟ ପାଇଁ ଚାହିଁ ରହିଛନ୍ତି ପରିବାର। ତଦନ୍ତ ଗଡିବା ସହ ସସପେନ୍‌ସ ବଢିବାରେ ଲାଗିଛି। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି…

ସୌମ୍ୟଙ୍କ ମାଆଙ୍କ ଆତ୍ମାହୂତି ଚେତାବନୀ, ପୁଣି ଜେରା ପାଇଁ ପାରଳା ଯିବେ ବିଦ୍ୟା

ପାରଳାଖେମୁଣ୍ଡି(କେନ୍ୟୁଜ ଓଡ଼ିଶା): ପାରଳାଖେମୁଣ୍ଡି ଯିବେ ବିଦ୍ୟାଭାରତୀ। ତଦନ୍ତରେ ସହଯୋଗ କରିବା ପାଇଁ ପୁଣି ଥରେ ବିଦ୍ୟାଭାରତୀଙ୍କୁ କରାଯିବ ଜେରା। ଏନେଇ ପୋଲିସ ମଧ୍ୟ ପ୍ରସ୍ତୁତ। ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାଠୁ କିପରି ଅଛପା ରହିଲେ ବିଦ୍ୟା, ସେ ନେଇ ପୁୁନର୍ବାର ତଦନ୍ତ…

ଭାରସାମ୍ୟ ହରାଇ ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି। ମିଳିଥିବା ସୂଚନାନୁସାରେ, ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଆଡକୁ…

ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ନିକଟରୁ ଅଜଣା ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡଠାରେ ଅଜଣା ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବାବେଳେ,ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସେ ମଦ୍ୟ ପାନ କରି ସେଠାରେ ପଡିଯାଇଥିବା…

ଆଜିଠାରୁ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜିଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ଆଜି ଓ କାଲି ଦୁଇ ଦିନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରେରୀତ ଆରଏମଆରସି ଦଳ ମିଳିତ ଭାବେ ସର୍ଭେ କାମ କରୁଛନ୍ତି ।…

ନ୍ୟାୟ ଅପେକ୍ଷାରେ ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ପରିବାର, , ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଠିକାଦାର ମାନୁ ନଥିବା…

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଯିଏ ଦିନେ ଲୋକଙ୍କ ସେବା କରୁଥିଲେ ଅନ୍ୟମାନଙ୍କୁ ନ୍ୟାୟ ଦେଉଥିଲେ ଆଜି ତାଙ୍କରି ପରିବାର ଲୋକେ ପ୍ରଶାସନ ଠାରୁ ନ୍ୟାୟ ଦାବି କରୁଛନ୍ତି । ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁ । ନିଜ ଗାଁ ଗାରାବନ୍ଧରେ ସରପଂଚରୁ ରାଜନୀତି ଆରମ୍ଭ କରି…

ଚେନ୍ନାଇରୁ ପାରଳାଖେମୁଣ୍ଡି ସାଇକେଲ ଯାତ୍ରା, ବାହାରିଲେ ଦୁଇ ହେଲେ ପହଞ୍ଚିଲେ ଜଣେ

ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପ୍ରବାସୀ ଓଡିଆ ସାଇକଲ ଯୋଗେ ନିଜ ଭିଟାମାଟିରେ ପହଞ୍ଚୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ସାଇକଲରେ ଆସିବା ଚିତ୍ର ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ନାକା ପୋଷ୍ଟରେ ଦେଖିବାକୁ ମିଳିଲା ।…