Browsing Tag

paratha

ପରଟାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ, ଗୋଲ ଗୋଲ ଆଖିକୁ ଦେଖି ଭାବବିହ୍ୱଳ ହେଲେ ଭକ୍ତ 

ଜଳେଶ୍ୱର: ଜଗତର ନାଥ ଜଗନ୍ନାଥ । ଆଉ ଯିଏ କି ଭାବର ଡୋରିରେ ଭକତଙ୍କ ସହ ବନ୍ଧା । କାଇଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ତାଙ୍କର ସେହି ମଦନ ମୋହନ ଚକା ନୟନକୁ ଦେଖିବା ପାଇଁ । ଆଉ ଯିଏ ଥରେ ସେହି ଚକା ନୟନକୁ ଦେଖେ ନିଜର ଆଖି ଫେରେଇ ପାରେ ନାହିଁ । କେତେବେଳେ ନିଜ ଭକ୍ତଙ୍କୁ କେଉଁ ରୂପରେ…

ପରଟାରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ, ଗୋଲ ଗୋଲ ଆଖିକୁ ମୟୁର ଚୁଳିଆ ଜଟ ଦେଖି ସବୁ ଆଶ୍ଚର୍ଯ୍ୟ

ରେଢାଖୋଲ: ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ। ସେ ଭାବ ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି । କଥାରେ ଅଛି ବିଶ୍ୱାସରେ ଭଗବାନ । ଯେଉଁଠି ବିଶ୍ୱାସ ରହିଛି ସେଠି ଭଗବାନ ଅଛନ୍ତି । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖାଯାଆନ୍ତି । ସେହିଭଳି ଏବେ…

ଖରାଦିନେ ପରଟା ଖାଇବାରୁ ଦୂରେଇ ରହୁଛନ୍ତି କି? ଏହି ଉପାୟରେ କରନ୍ତୁ ପ୍ରସ୍ତୁତ

ପରଟା ଉତ୍ତର ଭାରତର ଏକ ମୁଖ୍ୟ ଖାଦ୍ୟ, ଯାହା ଜଳଖିଆ ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଆରାମରେ ଖିଆଯାଇଥାଏ । ତଥାପି, କିଛି ଲୋକ ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତି । ପେଟ ଉପରେ ଭାରୀ ହୋଇପାରେ ବୋଲି ଭାବି ଖରାଦିନ ସମୟରେ ଆପଣ ବି ପରଟା ଖାଇବା ଠାରୁ ଦୂରେଇ…

କେଉଁ ଖାଦ୍ୟ ଅଧିକ ଲାଭଦାୟକ, ପୁରୀ କିମ୍ବା ପରଟା?

ଗରମ ଗରମ ପୁରୀ ଏବଂ କ୍ରିସପି ପରଟା ଆମକୁ ଶୀତର ଶୀତରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଖାଦ୍ୟ ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ । ଜଳଖିଆରେ ଉଭୟ ପୁରୀ ଏବଂ ପରଟା ଅଧିକ ପସନ୍ଦ କରନ୍ତି । ଉଭୟଙ୍କର ନିଜର ସ୍ୱତନ୍ତ୍ର ସ୍ୱାଦ ଅଛି । କିଛି ଲୋକ ଗରମ ପୁରୀ ପସନ୍ଦ…

ବ୍ରେକଫାଷ୍ଟରେ ବନାନ୍ତୁ ପୋଦିନା ପନିର ପରଟା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ବ୍ରେକଫାଷ୍ଟ ପାଇଁ ଘରେ ଅନେକ ପ୍ରକାର ପରଟା ପ୍ରସ୍ତୁତ କରାଯାଏ । କିନ୍ତୁ ସବୁ ପରଟା ମଧ୍ୟରୁ ପୋଦିନା ପନିର ପରଟାର ସ୍ୱାଦ ନିଆରା । ଏହି ପରଟା ପ୍ରୋଟିନରେ ଭରପୂର, ଯାହା ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ । ଏହାକୁ ତିଆରି କରିବା ବି ବହୁତ ସହଜ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ରାତିର ବଳକା ଡାଲିରେ ବନାନ୍ତୁ ଟେଷ୍ଟୀ ପରଟା, ବନାଇବା ପୂରା ସହଜ

ଖାଦ୍ୟ ବନାଇବା ସମୟରେ ଏହା ଧ୍ୟାନ ନଥାଏ ଯେ କିଏ କେତେ ଖାଦ୍ୟ ଖାଇବେ। ଯେଉଁ କାରଣରୁ ଅନେକ ଥର ଡାଲି କିମ୍ବା ତରକାରୀ ବଳି ପଡିଯାଏ। ଏନେକ ଲୋକ ଏମିତି ଅଛନ୍ତି ବଳକା ଡାଲିକୁ ଫୋପାଡି ଦିଅନ୍ତି। କିନ୍ତୁ ଏହି ଡାଲିକୁ ଫୋପାଡିବା ବଦଳରେ ଆପଣ ଏଥିରେ ପରଟା ବି ବନାଇପାରିବେ। ବଳକା ଡାଲିର ପରଟା…

ଭାରି ସୁଆଦିଆ ସ୍ୱାଦିଷ୍ଟ ଚି଼ଜି ପିଜ୍ଜା ପରଠା, ଘରେ କରନ୍ତୁ ପ୍ରସ୍ତୁତ

ଆଜିକାଲିର ପିଲା ଘର ଖାଇବା ଅପେକ୍ଷା ବାହାର ଖାଇବା କହିବାକୁ ବେଶୀ ପସନ୍ଦ କରନ୍ତି । ପିଜ୍ଜା କଥା କହିଲେ ତ କଥା ସରିଲା । ଯୋଉ ବୟସର ପିଲା ହୋଇଥିଲେ ବି ଆଗ ପାଟିରୁ ଲାଲ ବୋହି ପଡିବ । କିନ୍ତୁ ବାହାରେ ପିଜ୍ଜା ଦର ବହୁ ଅଧିକ ହୋଇଥିବାରୁ ସବୁବେଳେ ତାହା କିଣି ଖାଇବା ସେତେଟା ସମ୍ଭବ ହୋଇନଥାଏ…

କେବେ ଟ୍ରାଏ କରିଛନ୍ତି ଛତୁଆ ପରଟା ? ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଗରମ ଦିନ ଆସିଗଲେ ଆମେ ବିଭିନ୍ନ ପ୍ରକାର ଥଣ୍ଡା ଜିନିଷ ଖାଇବାକୁ ଖୋଜିଥାଉ । ଆଉ ବିହାରରେ ଗରମ ଦିନ ଆସିଯିବା ମାତ୍ରେ ଛତୁଆ ଅଧିକ ବ୍ୟବହାର କରାଯାଏ। ଛତୁଆ ଶରୀରକୁ ଉର୍ଜା ଦେବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍‌ ରଖିଥାଏ। ତେଣୁ ଗରମ ଦିନ ଆସିଲେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର…

ପରଟାରେ ପୁଣି ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ, ଭାବବିହ୍ବଳ ହେଲେ ପରିବାର ଲୋକେ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ଦାରୁକ୍ଷେତ୍ର ଭାବେ ପରିଚିତ । ମହାପ୍ରଭୁଙ୍କ ତିନି ଦାରୁ ଏହି ଜଗତସିଂହପୁରରୁ ଯାଇଥିଲା । ଏବେ ପ୍ରଭୁ ବିଭିନ୍ନ ରୂପରେ ଲୋକମଙ୍କୁ ଦେଖା ଦେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଦେଉଲିଗ୍ରାମେଶ୍ବର ଗ୍ରାମ…

ହଜମ କରାଏ ହେଙ୍ଗୁ, ଏପରି ବନାନ୍ତୁ ହେଙ୍ଗୁ ଜିରାରେ ପ୍ରସ୍ତୁତ ଆଳୁ ପରଟା

ବ୍ରେକଫାଷ୍ଟ ପାଇଁ ପରଟା ସବୁଠାରୁ ପରଫେକ୍ଟ ହୋଇଥାଏ।ଏହାଦ୍ୱାରା ଆପଣଙ୍କ ପେଟ ପୁରିବା ସହିତ ଶିଘ୍ର ଭୋକ ଲାଗିନଥାଏ। ଏମିତି ତ ପରଟା ବହୁତ ପ୍ରକାର ରହିଛି। ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ହେଙ୍ଗୁ ଜିରା ଆଳୁ ପରଟା। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।…