Browsing Tag

parenting tips

ନିଜ ସନ୍ତାନଙ୍କ ଭଲ ଭବିଷ୍ୟତ ପାଇଁ ଆଜି ହିଁ ଆପଣାନ୍ତୁ ଏହି ସବୁ ଉପାୟ

ପିଲାମାନଙ୍କର ଭଲ ଭବିଷ୍ୟତ ପାଇଁ, ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷର ଯତ୍ନ ନେବା ଉଚିତ୍ । ତେବେ ଆସନ୍ତୁ ଏଠାରେ କିଛି ସହଜ ଜିନିଷ ଜାଣିବା .. କୁହାଯାଏ ଯେ ପିଲାମାନଙ୍କ ସହିତ ପ୍ରେମ ଏବଂ ବିଶ୍ୱାସର ସମ୍ପର୍କ ଗଢିବାକୁ ହେଲେ କିଛି ତ୍ରୁଟି ଅଛି ଯାହାକୁ ଆପଣ କରିବା ଠାରୁ ଦୂରେଇ ରହିବା…

୧୬ ବର୍ଷ ବୟସ ପୂର୍ବରୁ ପିଲାମାନଙ୍କୁ ଶିଖାନ୍ତୁ ଏହି ୫ଟି ଜିନିଷ, ଜୀବନରେ ହାସଲ୍‌ କରିବେ ଅନେକ ସଫଳତା

ପିଲାମାନଙ୍କର ଭଲ ପୋଷଣ କରିବା ଏକ ସହଜ କାମ ନୁହେଁ । ତେବେ ଏହା ପିତାମାତାଙ୍କର ଏକ ଏପରି ଦାୟିତ୍ୱ, ଯାହା ଜଣେ ନିରୀହ ପିଲାକୁ ଜଣେ ସଫଳ ବ୍ୟକ୍ତି ହେବାକୁ ସାହାଯ୍ୟ କରିଥାଏ । ପିତାମାତାଙ୍କର ଟିକିଏ ଅସାବଧାନତା ପିଲାମାନଙ୍କର ଭବିଷ୍ୟତକୁ ଖରାପ କରି ସେମାନଙ୍କୁ ଖରାପ ରାସ୍ତାକୁ ନେଇପାରେ ।…

ପିଲାଙ୍କ ଜିଦ୍‌ ପୂରା କରିବା ପାଇଁ ମୋବାଇଲ୍‌ ଫୋନ୍‌ ଦେଉଥିଲେ ସାବଧାନ, ଆଗକୁ ହୋଇପାରେ ବଡ଼ ସମସ୍ୟା

ଆପଣମାନେ ତ ଜାଣିଥିବେ ଯେ ପିଲାମାନେ ପ୍ରାୟତଃ ସବୁ ଜିନିଷ ପାଇଁ ବହୁତ ଜିଦ୍‌ କରିଥାନ୍ତି । ତେବେ ପିଲାଙ୍କ ଜିଦ୍‌ ପୂରଣ କରିବା ପାଇଁ ଆପଣମାନେ କ’ଣ ନିଜ ପିଲାଙ୍କ ହାତରେ ମୋବାଇଲ୍ ଫୋନ୍ ଦେଉଛନ୍ତି କି ? ଯଦି ଆପଣମାନେ ମଧ୍ୟ ଏପରି କରୁଛନ୍ତି, ତାହେଲେ ସାବଧାନ ନଚେତ ଆଗକୁ ଯାଇ ବଡ ସମସ୍ୟା…

ବ୍ୟସ୍ତ ବହୁଳ ଜୀବନରେ ପିଲାମାନଙ୍କୁ ସମୟ ଦେଇପାରୁନାହାନ୍ତି କି ? ଭଲ ସମ୍ପର୍କ ଗଢିବା ପାଇଁ ଆପଣାନ୍ତୁ ଏହି ଉପାୟରେ

ବର୍ତ୍ତମାନ ସମୟରେ ଅଧିକାଂଶ ପିତାମାତା ବାହାରେ କାମ କରୁଛନ୍ତି । ଏହି କାରଣରୁ ପିଲାମାନେ ପ୍ରାୟତଃ ଏକା ରହୁଛନ୍ତି । ସେଥିପାଇଁ ପିଲାମାନେ ତାଙ୍କ ପିତାମାତାଙ୍କ ସହ ଭଲ ସମ୍ପର୍କ ଗଢିପାରୁ ନାହାନ୍ତି । ଏପରି ପରିସ୍ଥିତିରେ ପିଲାମାନେ ବହୁତ ଜିଦ୍‌ଖୋର ହୋଇଯାଉଛନ୍ତି କିମ୍ବା ଚୁପ୍‌ଚାପ୍‌ ହୋଇ…

ପିଲାଙ୍କ ଉପରେ ବାରମ୍ବାର ବିରକ୍ତ ହେଉଛନ୍ତି କି ? ବନ୍ଦ କରନ୍ତୁ ରାଗିବା ନଚେତ ପଡିବ ଏହି ଖରାପ ପ୍ରଭାବ

ବର୍ତ୍ତମାନ ସମୟରେ ସମସ୍ତ ମାଆ ଓ ବାପା ଚାହିଁଥାନ୍ତି ଯେ ତାଙ୍କ ପିଲା ଭୁଲ ବାଟକୁ ନଯାଇ ସଦାସର୍ବଦା ଠିକ୍‌ ବାଟରେ ରହିଥାନ୍ତୁ । ହେଲେ ମାଆ ଓ ବାପାଙ୍କର କିଛି ଭୁଲ ପିଲାମାନଙ୍କୁ ଖରାପ ରାସ୍ତାକୁ ଠେଲି ଦେଇଥାଏ । ବାପା ଓ ମାଆ ପିଲାମାନ ଉପରେ ବାରମ୍ବାର ରାଗିବା ଏକ ପ୍ରକାରର ଭୁଲ ହୋଇଥାଏ ।…

ଆପଣଙ୍କ ଛୁଆର ନୂଆ ନୂଆ ଦାନ୍ତ ଉଠୁଛି କି ? ତେବେ ଯନ୍ତ୍ରଣାରୁ ମୁକ୍ତି ପାଇଁ ଶୀଘ୍ର କରନ୍ତୁ ଏହି କାମ

ଯେତେବେଳେ ଛୋଟ ଛୁଆମାନଙ୍କର ପ୍ରଥମ କରି ଦାନ୍ତ ଉଠେ ସେତେବେଳେ ସେମାନଙ୍କୁ ବହୁତ କଷ୍ଟ ହୋଇଥାଏ । ଏହି କାରଣରୁ ଛୁଆମାନେ ବାରମ୍ବାର କାନ୍ଦିଥାନ୍ତି । ଛୁଆମାନଙ୍କର ଏହି ଯନ୍ତ୍ରଣା ଦେଖି ପିତାମାତାମାନେ ବିଚଳିତ ହୋଇପଡନ୍ତି । ତେବେ ଏହି ଯନ୍ତ୍ରଣା ସମୟରେ ଡାକ୍ତରମାନେ କ୍ୟାଲସିୟମ ଏବଂ…

ଚୁପ୍‌ ହୋଇ ବସିବା ପାଇଁ ଧରାଇଦେଉଛନ୍ତି କି ଫୋନ୍‌, ଜାଣନ୍ତୁ ପିଲାଙ୍କୁୁ ମୋବାଇଲ ଦେବାର ସଠିକ ବୟସ

ଆଜିକାଲିର ପିଲାମାନେ ଖୁବ୍ କମ୍ ବୟସରେ ମୋବାଇଲ୍ ବ୍ୟବହାର କରୁଛନ୍ତି । ଏହାର କାରଣ ହେଉଛି ପିତାମାତାଙ୍କ ପ୍ରେମ ଏବଂ ସ୍ନେହ । ବାସ୍ତବରେ, ଯେତେବେଳେ ପିଲାମାନେ ଅଳ୍ପ ବୟସରେ ଥାଆନ୍ତି, ସେତେବେଳେ ପିତାମାତା ସେମାନଙ୍କୁ ଫୋନ୍ ଚୁପ ବା ଶାନ୍ତ କରେଇବା ପାଇଁ ଫୋନ୍ ଧରାଇ ଥା’ନ୍ତି, ଯାହା ଠିକ୍…

ଭାରତୀୟ ପିତା-ମାତାଙ୍କ ଏହି ଭୁଲ୍‌, ଭାଇ ଭଉଣୀଙ୍କ ମଧ୍ୟରେ ସୃଷ୍ଟି କରିଥାଏ ଶତ୍ରୁତା, ଜାଣନ୍ତୁ କିପରି ରୋକିବେ ଏହାକୁ

ଦୁନିଆର ସବୁ ପିତା-ମାତା ଚାହାଁନ୍ତି କି ତାଙ୍କର ସନ୍ତାନଙ୍କ ମଧ୍ୟରେ ସର୍ବଦା ସ୍ନେହଁ ମମତା ଜାରି ରହୁ ଓ ଜଣେ ଅନ୍ୟର ସୁଖ ଦୁଃଖରେ ସାଥି ହେଉ । କେବେ କେବେ ମା-ବାପାଙ୍କର କିଛି ଭୁଲ ପିଲାଙ୍କ ମଧ୍ୟରେ ବିଦ୍ରୋହର ସୁତ୍ରପାତ କରିଥାଏ । ଜଣେ ଅନ୍ୟ ଜଣଙ୍କର ଶତ୍ରୁ ହୋଇଯାଇଥାନ୍ତି । ଫଳରେ ଭାଇ…

ଅଭିଭାବକଙ୍କ ପାଇଁ ଟିପ୍ସ: ପିଲାଙ୍କ ସାମ୍ନାରେ କେବେବି କୁହନ୍ତୁନି ଏହି କଥା, ପଡିପାରେ ଭବିଷ୍ୟତ ଉପରେ ଖରାପ ପ୍ରଭାବ

ବେଳେ ବେଳେ ଅନେକ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାମାନଙ୍କ ସାମ୍ନାରେ ଏମିତି କିଛି କଥା କୁହନ୍ତି ଯାହା ତାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ କିଛି ଜିନିଷ କଥା ହେବା ସମୟରେ କିଛି କଥା ଉପରେ ଗୁରୁତ୍ବ ଦେବା ନିହାତି ଦରକାର୍। ବେଳେବେଳେ କ୍ରୋଧ, ରାଗ କିମ୍ବା…

ପିଲାଙ୍କ ସାମ୍ନାରେ ଏସବୁ ବିଷୟରେ କେବେ ବି ଆଲୋଚନା କରନ୍ତୁ ନାହିଁ, ପରେ କରିପାରନ୍ତି ଅନୁତାପ

ପିଲାମାନେ ଯେତେ ଯେତେ ବଡ଼ ହୁଅନ୍ତି, ସବୁ ଜିନିଷ ବିଷୟରେ ଜାଣିବାକୁ ତାଙ୍କର ସେତିକି ଅଧିକ ଇଚ୍ଛା ଜାଗ୍ରତ ହୁଏ। ବେଳେବେଳେ ପିଲାମାନେ କିଛି କିଛି ଜିନିଷକୁ ଠିକ୍‌ ଭାବେ ବୁଝି ନ ପାରି ଅଲଗା ଅର୍ଥ ବାହା କରି ଦିଅନ୍ତି। ଏଭଳି ସ୍ଥିତିରେ ବାପା-ମା’ଙ୍କର ଦାୟିତ୍ୱ ହେଉଛି ସେମାନେ ପିଲାକୁ…

ଶିଶୁଙ୍କ କାନ ସଫା ପାଇଁ ତେଲ ପକାଇବା ସୁରକ୍ଷିତ କି ନୁହେଁ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଶିଶୁଙ୍କର ସ୍ୱାସ୍ଥ୍ୟର ଯେତିକି ଧ୍ୟାନ ରଖିବା ଉଚିତ, ସେତିକି ସ୍କିନର ମଧ୍ୟରଖିବା ଜରୁରୀ। ପିଲାଙ୍କ ସ୍କିନ ବହୁତ ସମ୍ବେଦନଶୀଳ ହୋଇଥାଏ। ତେଣୁ ଅଧିକ ଧ୍ୟାନ ରଖିବା ଉଚିତ। ପିଲାଙ୍କୁ ଲାଳନ ପାଳନ କରିବା ପାଇଁ ଜେଜେ ମା ଏବଂ ଆଈ ବିଭିନ୍ନ ପ୍ରକାର ଉପାୟ ବତାଇଥାନ୍ତି। ପିଲାଙ୍କୁ କ’ଣ ଖୁଆଇବେ,…

ପିଲାଙ୍କୁ ଅନୁଶାସିତ କରିବା ଚକ୍କରରେ ଅଭିଭାବକ କରି ବସନ୍ତି ଏହିସବୁ ଭୁଲ୍‌, ଜାଣନ୍ତୁ କ’ଣ

ଆଜିକାଲି ଅଧିକାଂଶ ଜିନିଷ ଡିଜିଟାଲ ଏବଂ ଗାଜେଟ୍‌ର ବହୁତ ବ୍ୟବହାର ଯୋଗୁଁ ବହୁତ ଜିନିଷ ସହଜ ହୋଇଯାଇଛି। କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି। ପ୍ରତିଯୋଗିତାର ଏହି ଦୁନିଆରେ ନିଜ ପିଲାଙ୍କୁ ସବୁକିଛି ଶିଖେଇବା ପାଇଁ ଅଭିଭାବକ କିଛି ବି କରିବାକୁ ପ୍ରସ୍ତୁତ…