ଏମିତି ବି ଘଟୁଛି : ବାପା ମାଆ ଅଲଗା ହୋଇ ଅନ୍ୟତ୍ର ବାହା ହୋଇଗଲେ, ୯ ବର୍ଷର ପୁଅକୁ ବିକି ଦେଲେ, ଏବେ ବେସାହରା ବାସୁଦେବ
ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା । ସମ୍ପର୍କର ଚରମ ସୀମାରେ ପହଁଚିଲା ସ୍ୱାର୍ଥପରତା । ବାପା ମା ଅଲଗା ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ମଝିରେ ବଳି ପଡିଲା ଏହି ୯ ବର୍ଷର ଛୁଆ ବାସୁଦେବ। ନିଷ୍ଠୁର ବାପା, ମା' ଅନ୍ୟତ୍ର ପୁଅକୁ ବିକ୍ରି କରି ବିବାହ କଲେ ହେଲେ ଏଠାରେ…