Browsing Tag

pari death case

ନୟାଗଡ଼ ଯଦୁପୁର ନାବାଳିକାକୁ ତଣ୍ଟି ଚିପି ହତ୍ୟା ପରେ କରାଯାଇଥିଲା ଦୁଷ୍କର୍ମ, ପ୍ରେସ୍‌ମିଟରେ SIT ମୁଖ୍ୟ ଅରୁଣ…

ଭୁବନେଶ୍ବର: ନୟାଗଡ଼ ଯଦୁପୁର ନାବାଳିକାକୁ ତଣ୍ଟି ଚିପି ହତ୍ୟା ପରେ ଦୁଷ୍କର୍ମ। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସ୍‌ମିଟରେ ଏନେଇ ସୂଚନା ଦେଇଛନ୍ତି। ପଲିଗ୍ରାଫ୍‌ ଟେଷ୍ଟରେ ସତ ମାନିଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ…

ପରୀ ହତ୍ୟା ମାମଲା: ପ୍ରମାଣ ପାଇଁ ଶୁଖାଯିବ ଯଦୁପୁର ପୋଖରୀ! ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ଥିବା କହିଲେ ଅରୁଣ…

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ନୟାଗଡ଼ ମେଡିକାଲରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯଦୁପୁର ନିଆଯିବା ପୂର୍ବରୁ ତାକୁ ସର୍କିଟ ହାଉସ ଠାରେ ରଖିଯାଇଥିଲା। ଯଦୁପୁରରେ ଅଭିଯୁକ୍ତ ହତ୍ୟା ଘଟଣାର ଡେମୋ ଦେଖାଇବ। ସ୍ୱାସ୍ଥ୍ୟ ପରୀକ୍ଷା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପକସୋ କୋର୍ଟରେ ହାଜର ହେବ ଅଭିଯୁକ୍ତ, ଯଦୁପୁର ଗାଁରେ ଘଟଣାସ୍ଥଳରେ ଦେଖାଇବ ଡେମୋ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନୟାଗଡ଼ ପକସୋ କୋର୍ଟରେ ହଜାର କରାଯିବ । ଘଟଣାସ୍ଥଳରେ ଆଜି ଡେମୋ ଦେଖାଇବ ଅଭିଯୁକ୍ତ। କିଛି ସମୟ ପରେ ଅଭିଯୁକ୍ତକୁ ନେଇ ପହଞ୍ଚିବ SIT। ଏଥିପାଇଁ ଯଦୁପୁରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗତକାଲି ଯଦୁପୁର ଗାଁରୁ ଜଣେ…

ନୟାଗଡ଼ ନାବାଳିକା ହତ୍ୟା ଘଟଣା: ଏସଆଇଟିର ଜୋରଦାର ଖୋଳତାଡ଼, ଯଦୁପୁର ଗାଁର ୨୫ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଏସଆଇଟି ଖୋଳତାଡ଼ ଜୋରଦାର କରିଛି । ଯଦୁପୁର ଗାଁର ୨୫ ଯୁବକଙ୍କ ରକ୍ତ ନମୁନା ନେଇଛି ଟିମ୍‌ । ଏସଆଇଟି ଯୁବକଙ୍କ ନାଁ କହିନଥିଲେ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯାଇଛି । ରକ୍ତ ସଂଗ୍ରହ କରାଯାଇଥିବା ଯୁବକଙ୍କ ଘରେ ଏସଆଇଟି ପହଁଚି ପଚରା ଉଚରା କରିଥିଲା…

ଦୁଇ ସପ୍ତାହରେ ନୟାଗଡ଼ ନାବାଳିକା ହତ୍ୟା ମାମଲା ସ୍ପଷ୍ଟ ହେବ, ସୂଚନା ଦେଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

କେନ୍ୟୁଜ୍(ବ୍ୟୁରୋ): ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହେବ ଚିତ୍ର। ନୟାଗଡ ନାବାଳିକା ହତ୍ୟା ମାମଲାର ତଦନ୍ତ ନେଇ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ହତ୍ୟା ଘଟଣା ନେଇ ସୂଚନା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ। ସୂଚନା ପ୍ରଦାନକାରୀଙ୍କୁ ଏକଲକ୍ଷ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଦ୍ୱିତୀୟ ଥର ପାଇଁ ବାବୁଲି ନାୟକଙ୍କୁ ଜେରା କରୁଛି ଏସଆଇଟି, ଚାଲିଛି ଗାଡି କାଗଜପତ୍ରର…

ନୟାଗଡ଼ : ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି ତନାଘନା ଜୋରଦାର କରିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଜେରା କରୁଛି ଏସଆଇଟି । ବାବୁଲି ନାୟକ ଘରେ ତଦନ୍ତକାରୀ ଦଳର ମୁଖ୍ୟ ଅରୁଣ ବୋଥ୍ରା । ବାବୁଲିର ତିନି ମହଲା ଘରେ ତଦନ୍ତ…

କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଆଜି ନୟାଗଡ଼ ଯିବ ଟିମ୍‌, ପରୀ ପରିବାର ଲୋକଙ୍କ ସହ କରିବେ ଆଲୋଚନା

ନୟାଗଡ଼ : ଆଜି ନୟାଗଡ଼ ଯିବ କଂଗ୍ରେସ ଟିମ୍‌ । କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଯଦୁପୁର ଯାଇ ପରୀ ପରିବାରକୁ ଭେଟିବ । ଏହି ଟିମ୍‌ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହେବେ…

ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି: ବିଧାନସଭା ଅଭିମୁଖେ ବିଜେପିର ରାଲି, ପୋଲିସ ସହ…

ଭୁବନେଶ୍ବର: ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ । ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବିଧାନସଭା ଅଭିମୁଖେ ଯାଇଥିଲା । ଲୋୟର PMGରେ ପୋଲିସ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବହୁ କର୍ମୀକୁ ନିଜ…

ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ପରୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ ।…