Browsing Tag

pari murder case

ପରୀ ହତ୍ୟା ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ

ନୟାଗଡ଼ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ। ଦୋଷୀ ସରୋଜକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ଦଣ୍ଡାଦେଶ କଲେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଦୌରାଜଜ୍। ୨୦୨୦ ଜୁଲାଇ୧୪ ତାରିଖରେ ପରୀକୁ ଯଦୁପୁର ଗାଁରେ ହତ୍ୟା ଏବଂ ପରେ ଦୁଷ୍କର୍ମ କରାଯାଇଥିବା କ୍ରାଇମବ୍ରାଞ୍ଚ ଖୁଲାସା…

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

ନୟାଗଡ଼(କେନ୍ୟୁଜ୍): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମିଳିଛି । ହାଇକୋର୍ଟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି । ୧୦…

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା: କିଭଳି କରିଥିଲା ହତ୍ୟା? କ୍ୟାମେରା ଆଗରେ ଅଭିଯୁକ୍ତର…

ନୟାଗଡ଼ : ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତର ସ୍ୱିକାରୋକ୍ତି । କିଭଳି ସେ ହତ୍ୟା କରିଥିଲା ତାହା ସ୍ୱିକାର କରିଛି । ଯାହାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ଗିରଫ ହେବା ପୂର୍ବରୁ ହତ୍ୟାକାଣ୍ଡ କେମିତି କରିଥିଲା, ତାହା ସ୍ୱିକାର କରିଛି ଅଭିଯୁକ୍ତ । ‘ନାବାଳିକାକୁ ଦୁଷ୍କର୍ମ…

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣା: ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ, ବାଳ ସ୍ୱଧାର ଗୃହରୁ କଡା…

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ। ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ତାକୁ ହାଜର କରାଯିବ। ଅନୁଗୁଳ ବାଳ ସ୍ୱଧାର ଗୃହରୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ। ଅଭିଯୁକ୍ତର…

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା: ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ରାଜି ହେଲାନି ଅଭିଯୁକ୍ତ, ଲେୟର ଭଏସ…

ନୟାଗଡ଼ : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ରାଜି ହେଲାନି ଅଭିଯୁକ୍ତ । ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅରାଜି । ଏନେଇ ସେ ଲିଖିତ ଭାବେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଜଣାଇଛି । ଏହାପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ବିଚାରକୁ ସ୍ଥଗିତ ରଖିଛନ୍ତି ।…

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା: ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲାନାହିଁ ଅଭିଯୁକ୍ତ

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲାନାହିଁ ଅଭିଯୁକ୍ତ । ଏନେଇ ଅଭିଯୁକ୍ତ ନାବାଳକ ଜଣଙ୍କ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଲିଖିତ ଭାବେ ଜଣାଇଛି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେଉନଥିବା ସଂପର୍କରେ ପୂର୍ବରୁ ମଧ୍ୟ କଳିଙ୍ଗ…

ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକକୁ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି । ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ଅଣାଯାଇ ହାଜର କରାଯାଇଛି । ନୟାଗଡ଼ ପୋଲିସର ଏକ ଟିମ୍‌ ଅନୁଗୁଳ ଯାଇ ନୟାଗଡ଼ ଆଣିଛି। ନାରକୋ ଆନାଲିସିସ ଟେଷ୍ଟ ଉପରେ…

ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: ଅଭିଯୁକ୍ତର ବୟସକୁ ନେଇ ନୟାଗଡ଼ ପକ୍‌ସୋ କୋର୍ଟରେ ଶୁଣାଣି, ରାୟ ସଂରକ୍ଷିତ

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଅଭିଯୁକ୍ତର ବୟସକୁ ନେଇ କୋର୍ଟରେ ଶୁଣାଣି ହୋଇଛି । ଜନ୍ମ ପ୍ରମାଣପତ୍ର ଓ ସ୍କୁଲ ସାର୍ଟିଫିକେଟକୁ ନେଇ ପକ୍‌ସୋ କୋର୍ଟରେ ଶୁଣାଣି କରାଯାଇଛି । କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ସେପଟେ ନୟାଗଡ଼ ପକ୍‌ସୋ…

ଯଦୁପୁର ନାବାଳିକା ହତ୍ୟା ମାମଲା: ନୟାଗଡ଼ କୋର୍ଟରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ କଲା ଏସ୍‌ଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ। ଏନେଇ ନୟାଗଡ଼ କୋର୍ଟରେ ଆବେଦନ କରିଛି ଏସ୍‌ଆଇଟି । ଅନୁମତି ମିଳିଲେ ସରୋଜର ବ୍ରେନ୍‌ ମ୍ୟାପିଂ କରାଯିବ । ଅଭିଯୁକ୍ତ ମୁହଁରୁ ସତ ଉଗାଳିବା ପାଇଁ ପୋଲିସ ବ୍ରେନ ମ୍ୟାପିଂ ବା ନାର୍କୋ ଆନାଲିସ୍‌…

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ବ୍ରେନ୍‌ ମ୍ୟାପିଂ, ନୟାଗଡ଼ କୋର୍ଟରେ ଆବେଦନ କରିବ SIT

ନୟାଗଡ଼: ଜେଲ ଭିତରେ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସରୋଜ ସେଠୀ । ଏବେ ଏସଆଇଟି ହତ୍ୟା ବିରୋଧରେ ଯୋଗାଡ଼ କରୁଛି ସାଇଣ୍ଟିଫିକ୍‌ ତଥ୍ୟ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ବ୍ରେନ୍‌ ମ୍ୟାପିଂ କରାଯିବ । ଏନେଇ ନୟାଗଡ଼ କୋର୍ଟରେ ଆବେଦନ କରିବ ଏସ୍‌ଆଇଟି । ସେପଟେ ଯଦୁପୁର ଗାଁଲୋକ କେହି…

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି: ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ…

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି। ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତର…

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି। ମାମଲାରେ ଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା SIT। ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ। ଗତକାଲି…