ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର
ନୂଆଦିଲ୍ଲୀ : ଉତ୍ତମ ଚିକିତ୍ସା ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଚାଟାର୍ଡ ବିମାନ ଯୋଗେ ତାଙ୍କୁ ଗୋଆରୁ ଦିଲ୍ଲୀ ଅଣାଯାଇଛି। ପାରିକରଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଅଗ୍ନାଶୟ ରୋଗରେ ପୀଡ଼ିତ ଅଛନ୍ତି…