Browsing Tag

parineeti chopra

ଦୀପାବଳି ପୂର୍ବରୁ ପରିଣୀତି ଚୋପ୍ରା ଏବଂ ରାଘବଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁତ୍ରକୁ କଲେ ଜନ୍ମ

ମା-ବାପା ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା । ସମ୍ପ୍ରତ୍ତି ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପରିଣୀତି ଚୋପ୍ରା । ଏହି ଖୁସି ଖବରକୁ ସେମାନେ ସେମାନଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି । ଯାହା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏଥି ସହିତ…

ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରକୁ ଆସିବ କୁନି ଅତିଥି, 1+1=3 ଲେଖି କଲେ ପୋଷ୍ଟ

ବଲିଉଡ ଜଗତରୁ ଆଉ ଏକ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କଲେ ଖୁସି ଖବର । ଅଭିନେତ୍ରୀ ପରିଣୀତି ଚୋପ୍ରା ମା ହେବାକୁ ଯାଉଛନ୍ତି । ସେ ନିଜେ ଏହି ଖୁସି ଖବରକୁ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ପରିଣୀତି କହିଛନ୍ତି ଯେ, ସେ ଏବଂ ସ୍ୱାମୀ ରାଘବ ଚଢା ଦୁଇରୁ ତିନି ହେବାକୁ ଯାଉଛନ୍ତି…

ଦିଲ୍ଲୀରେ ପ୍ରବଳ ଶୀତରେ ଶାଶୁଘରେ ନୂଆବର୍ଷ ପାଳିଲେ ପରିଣୀତି, ସାଥିରେ ଦେଖାଗଲେ ସ୍ୱାମୀ ରାଘବ

ପରିଣୀତି ଓ ରାଘବଙ୍କର ନୂଆବର୍ଷ ସେଲିବ୍ରେସନ । ବିଶ୍ୱରେ ବଡ଼ ଧୁମଧାମରେ ନୂଆବର୍ଷ ପାଳନ ହେଉଥିବା ବେଳେ ବଲିଉଡ୍ ଜଗତରେ ମଧ୍ୟ ନୂତନ ବର୍ଷର ଧୁମ୍ ଦେଖିବାକୁ ମିଳିଛି । ଅଭିନେତ୍ରୀ ପରିଣୀତି ଚୋପ୍ରା ଏଥର ଶାଶୁଘରେ ନୂଆବର୍ଷ ୨୦୨୫କୁ ସ୍ୱାଗତ କରିଛନ୍ତି । ସେ ଫ୍ୟାନମାନଙ୍କୁ ବି ନୂଆବର୍ଷ…

ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’, ପ୍ରିୟଙ୍କା ଚୋପ୍ରା ପୋଷ୍ଟ ସେୟାର କରି ଭଉଣୀଙ୍କୁ ଜଣାଇଲେ…

ନେଟଫ୍ଲିକ୍ସରେ 'ଅମର ସିଂ ଚାମକିଲା' ରିଲିଜ୍ ହୋଇଛି । ଏହି ଫିଲ୍ମରେ ଲୋକମାନେ ଅମର ସିଂ ଚମକିଲା ଏବଂ ତାଙ୍କ ସ୍ତ୍ରୀ ଅମରଜୋଟ କୌରଙ୍କ ଭୂମିକାରେ ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କୁ ପସନ୍ଦ କରୁଛନ୍ତି । ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବା ପରଠାରୁ ଚର୍ଚ୍ଚାରେ…

ପାରିଣୀତି ଚୋପ୍ରାଙ୍କ ପ୍ରେଗନେନ୍ସିକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା, ଅଭିନେତ୍ରୀ ଭିଡିଓ ସେୟାର କରି…

ବଲିଉଡର ସୁନ୍ଦର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର କିଛି ମାସ ପୂର୍ବରୁ AAP ସାଂସଦ ରାଘବ ଚଢାଙ୍କ ସହ ବିବାହ ହୋଇଛି । ସେବେଠାରୁ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଥିବାର ନଜର ଆସିଥାନ୍ତି । ନିକଟରେ ସେ ତାଙ୍କର ଅପ୍‌କମିଂ ଫିଲ୍ମ ‘ଅମର ସିଂ ଚମକିଲା’ର ପ୍ରମୋସନରେ ଦେଖିବାକୁ…

ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’ର ଟ୍ରେଲର, ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍‌

ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ମୋଷ୍ଟ ଅପ୍‌ଡେଟ୍‌ ଫିଲ୍ମ ‘ଅମର ସିଂ ଚମକିଲା’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି । ତେବେ ଅମର ସିଂ ଚମକିଲା ପଞ୍ଜାବୀ…

ପରିଣୀତିଙ୍କ ଗୀତ ଶୁଣି ଖୁସି ହେଲେ ରାଘବ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଜଣାଇଲେ ଶୁଭେଚ୍ଛା

ଗତ ବର୍ଷ ସେପ୍ଟେମ୍ବର ୨୪,୨୦୨୩ ରେ ଉଦୟପୁରର ହୋଟେଲ ଲୀଲା ପ୍ୟାଲେସରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ କରିଥିଲେ । ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିଥିଲେ। ବିବାହ ପରେ ପରିଣୀତି ଚୋପ୍ରା ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି । ବାସ୍ତବରେ ଅଭିନେତ୍ରୀ ସିଙ୍ଗି…

ପରିଣୀତିଙ୍କୁ ଏମିତି କିଛି ବିବାହ ଉପହାର ଦେଲେ ସାନିଆ, ଫ୍ୟାନ୍ସ କରୁଛନ୍ତି ଚର୍ଚ୍ଚା

ପରିଣୀତି ଚୋପ୍ରା ଓ ଆପ୍‌ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକମାନେ ସାମିଲ ହୋଇଥିଲେ । ଏହି ବିବାହରେ ଅନେକ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ନଜର ଆସିଥିଲେ । ଉଦୟପୁରରେ ହେଇଥିବା ଏହି ବିବାହରେ ଅଭିନେତ୍ରୀଙ୍କ ଘନିଷ୍ଠ…

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ୍‌ ରାନିଗଞ୍ଜ’ର ଟ୍ରେଲର ହେଲା ରିଲିଜ୍‌, ଖୁବ୍‌ ଶୀଘ୍ର ହଲ୍‌ରେ ଦେଖିବା ପାଇଁ ମିଳିବ…

ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କୁ କିଏ ନଜାଣେ । ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କର ଆଉ ଏକ ଫିଲ୍ମ । ଫିଲ୍ମଟିର ନାମ ରହିଛି ‘ମିଶନ ରାନିଗଞ୍ଜ’ । ଚଳିତ ବର୍ଷ ପାଇଁ ଏହା ହେଉଛି ତାଙ୍କର ତୃତୀୟ ଫିଲ୍ମ । ଫିଲ୍ମଟିକୁ ଖୁବ ଶୀଘ୍ର ସେ ରିଲିଜ୍‌ କରିବା ପାଇଁ ଯାଉଛନ୍ତି ।  ତେବେ…

ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବିବାହ ଫଟୋ, ଆସିନଥିଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିଣୀତି ଓ ରାଘବଙ୍କ ଫ୍ୟାନ୍ସମାନେ ବିବାହ ଫଟୋ ଦେଖିବା ପାଇଁ ଅତି ଆଗ୍ରହର ସହ ଅପେକ୍ଷା କରିଥିଲେ। ଏହି ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ଫଟୋ ସେୟାର କରି ପରିଣୀତି…

ଆଜି ବାହା ହେବେ ପରୀ ଓ ରାଘବ ଚଡ୍ଡା, ଉଦୟପୁରରେ ଚାଲିଛି ଗ୍ରାଣ୍ଡ ପ୍ରି ୱେଣ୍ଡିଂ ସେଲିବ୍ରେସନ

ବାଜିବ ସେହେନାଇ, ବିବାହ ବନ୍ଧନରେ ବାନ୍ଧି ହେବେ ପରୀ ଓ ରାଘବ ଚଡ୍ଡା। ରାଜସ୍ଥାନର ଉଦୟପୁରରେ ଚାଲିଛି ଗ୍ରାଣ୍ଡ ପ୍ରି ୱେଣ୍ଡିଂ ସେଲିବ୍ରେସନ। ସରିଛି ହଲଦୀ ଓ ସଙ୍ଗୀତ ଫଙ୍କସନ । ଦି ତାଜ ଲେକ୍ ପ୍ୟାଲେସ ଓ ଦି ଲୀଲା ପ୍ୟାଲେସରେ ଚାଲିଛି ବିବାହ ଉତ୍ସବ। ଗତକାଲି ସଙ୍ଗୀତ ସେରିମନିରେ ୯୦ ଦଶକର…

ବିବାହ ପାଇଁ ଉଦୟପୁରରେ ପହଞ୍ଚିଲେ ପରିଣୀତି ଚୋପ୍ରା ଓ ରାଘବ ଚଢା; ସୁପର୍‌ କୁଲ୍‌ ଯୋଡ଼ିଙ୍କର ହେଲା ଗ୍ରାଣ୍ଡ୍‌ ୱେଲକମ୍‌

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ବିବାହକୁ ଆଉ ମାତ୍ର ୨ ଦିନ ଥିବାବେଳେ ଶୁକ୍ରବାର ସକାଳେ କପଲ୍‌ ନିଜ ପରିବାର ସହିତ ଉଦୟପୁରରେ ପହଞ୍ଚିଥିଲେ।…