Browsing Tag

paris olympics

ଚୁରମା ପାଇ ଭାବବିହ୍ବଳ ପ୍ରଧାନମନ୍ତ୍ରୀ କହିଲେ, ନବରାତ୍ରୀ ପୂର୍ବରୁ ମା’ଙ୍କ ପ୍ରସାଦ ଗ୍ରହଣ କଲି

ନୀରଜ ଚୋପ୍ରାଙ୍କ ମା’ଙ୍କଠାରୁ ଚୁରମା ପାଇ ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ ମୋଦି ।  କହିଲେ, ନବରାତ୍ରୀ ପୂର୍ବରୁ ମା’ଙ୍କ ପ୍ରସାଦ ଗ୍ରହଣ କରିଛନ୍ତି ।  ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ପିଏମ୍ ମୋଦି ଭାରତୀୟ ଆଥଲେଟ୍ ମାନଙ୍କ ସହ ଆଲୋଚନା କରିଥିବା ବେଳେ ଥଟ୍ଟା କରି ନୀରଜଙ୍କୁ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ। ଭୁବନଶ୍ବରର ବିମାନବନ୍ଦରରେ ହକି ହିରୋଙ୍କୁ ଜୋରଦାର ସ୍ବାଗତ ପାଇଁ ପ୍ରସ୍ତୁତି ହୋଇଛି । ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍ ଯାଏ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ…

ଗାଁ ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରି ଅଲିମ୍ପିକ୍ସରେ ପହଞ୍ଚିଥିଲେ ଅର୍ଶଦ ନଦୀମ, ବିଶ୍ୱରେ ହେଉଛି ଚର୍ଚ୍ଚା

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି । ଏନେଇ ଦେଶ ଗର୍ବିତ ଅଛି । କିନ୍ତୁ ନୀରଜଙ୍କୁ ହରାଇଲା କିଏ ? ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ । ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍‌ ଫାଇନାଲ ଇଭେଣ୍ଟରେ ସ୍ୱର୍ଣ୍ଣପଦକୁ ହାସଲ କରିଥିବା…

ହକିକୁ ନୂଆ ଜୀବନ ଦେଇଛି ଓଡ଼ିଶା, ଟୋକିଓ ପରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବି ଦମ୍‌ ଦେଖାଇଲା ଭାରତୀୟ ଦଳ

ବିଶ୍ବକ୍ରୀଡାରେ ଫେରିଛି ଭାରତୀୟ ହକିର ଗୌରବ। ଅଲମ୍ପିକ୍ସରେ ବଡ ବଡ ଟିମ୍ କୁ ଚିତ୍ କରି ତାହା ପ୍ରମାଣିତ କରିଛି ଭାରତୀୟ ଦଳ । ଏଥର ଫାଇନାଲ ଖେଳି ପାରିନାହିଁ ସତ। କିନ୍ତୁ ଦମଦାର ଲଢେଇ କରି ସମସ୍ତଙ୍କ ହୃଦୟ ଜିତିଛି। ଅଷ୍ଟ୍ରେଲିଆ, ଗ୍ରେଟ୍‌ ବ୍ରିଟେନ ଭଳି ଶକ୍ତିଶାଳୀ ଦଳକୁ ପରାଜିତ କରି…

ଜାଭଲିନରେ ନୀରଜ ଜିଣିଲେ ରୌପ୍ୟ, ରେକର୍ଡ ଭାଙ୍ଗିଲେ ନଦୀମ

ସୁନା ପୁଅକୁ ରୁପା ।  ପ୍ୟାରିସ ଅଲିମ୍ପିକ୍ସରେ ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖି ପାରିଲେନି ନୀରଜ ଚୋପ୍ରା । ରୌପ୍ୟରେ ସନ୍ତୁଷ୍ଟ ହେଲେ। କିନ୍ତୁ ରୌପ୍ୟ ଜିତିଲେ ମଧ୍ୟ ଇତିହାସ ରଚିଛନ୍ତି । ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି  । ଟୋକିଓରେ…

ରେସଲିଂକୁ ଭିନେଶ ଫୋଗଟଙ୍କ ଗୁଡ୍ ବାୟ, ପ୍ୟାରିସ୍ ଅଲିମ୍ପିକ୍ସ ଝଟକା ପରେ ଘୋଷଣା କଲେ ଅବସର

ପ୍ୟାରିସ୍ ଅଲିମ୍ପିକ୍ସ ଝଟକା ପରେ ରେସଲିଂକୁ ଗୁଡବାଏ କଲେ ଭିନେଶ ଫୋଗଟ୍  । ଆଜି ରେସଲିଂରୁ ଅବସର ଘୋଷଣା କରିଛନ୍ତି । ୨୩ ବର୍ଷର କୁସ୍ତି କ୍ୟାରିୟରକୁ ବାଏ ବାଏ କହିଛନ୍ତି  । ସାମାଜିକ ଗଣମାଧ୍ୟମରେ ନିଜର ଅବସର ନେଇ ସୂଚନା ଦେଇଛନ୍ତି । ମାଙ୍କୁ ସମ୍ବୋଧନ କରି କହିଛନ୍ତି, କୁସ୍ତି ମୋତେ…

ଅଲିମ୍ପିକ୍ସ ହକି: ୨-୩ ଗୋଲରେ ଜର୍ମାନୀ ଠାରୁ ହାରିଲା ଭାରତ

ପ୍ୟାରିସ୍ ଅଲିମ୍ପିକ୍ସ ସେମିରେ ଲଢେଇ କରି ହାରିଲା ଭାରତ ।  ୨-୩ ଗୋଲରେ ଜର୍ମାନୀ ଠାରୁ ହାରିଛି ହର୍ମନପ୍ରୀତଙ୍କ ଦଳ ।  ଆସନ୍ତାକାଲି ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡସ ଓ ବ୍ରୋଞ୍ଜ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ ।  ଗତକାଲି ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ…

ପ୍ୟାରିସ ଅଲିମ୍ପିକ୍ସ : ୫ ଜଣ ଆଥଲେଟଙ୍କ ପାଇଁ ଗୋଟିଏ ବାଥରୁମ୍‌, ସମସ୍ୟା ହେବାରୁ ହୋଟେଲକୁ ସିଫ୍ଟ ହେଲେ ଆମେରିକା…

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଅଧା ଶେଷ ହେଲାଣି । ଚଳିତବର୍ଷ ପ୍ୟାରିସ ସହରରେ ହୋଇଥିବା ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ସ ଭିଲେଜରେ ରୁମରେ ଖେଳାଳିଙ୍କୁ ଦିଆଯାଇଥିବା ବେଡ୍‌କୁ ଆଣ୍ଟି ସେକ୍ସ ବେଡ କହି ମ୍ୟାନେଜମେଣ୍ଟକୁ…

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ : ଭାରତକୁ ମିଳିଲା ପ୍ରଥମ ପଦକ, ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ

ପ୍ୟାରିସରେ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ । ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ ପଦକ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜିତିଲେ ପଦକ । ସେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଭଲ ଖେଳିଥିଲେ । ମନୁ ଭାକର ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ମହିଳା…

ପ୍ୟାରିସ୍‍ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ହକି ଟିମ୍

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ହକି ଟିମ୍ । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପୁଲ ‘ବି’ର ଏକ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ପୁରୁଷ ଟିମ୍ । ଭାରତ ପକ୍ଷରୁ ମନଦୀପ ସିଂ, ବିବେକ ସାଗର ପ୍ରସାଦ ଓ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇଛନ୍ତି…

ପ୍ୟାରିସ୍‍ ଅଲିମ୍ପିକ୍ସ: ତ୍ରିରଙ୍ଗା ଥିନ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତୀୟ ଖେଳାଳି, ଶୁଭେଚ୍ଛା ଜଣାଇଲେ…

ପ୍ୟାରିସ ଅଲିମ୍ପିକ୍ସରେ ଆଜିଠୁ ଭାରତର ଅଭିଯାନ ଆରମ୍ଭ । ତ୍ରିରଙ୍ଗା ଥିନ କୁର୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତୀୟ ଖେଳାଳି । ଆଜି ୧୬ କ୍ରୀଡ଼ାର ୬୯ ମେଡାଲ ଇଭେଣ୍ଟରେ ଦମ ଦେଖାଇବ ୧୧୭ ଜଣିଆ ଭାରତୀୟ ଦଳ । ଏନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ହକି, ସୁଟିଂ, ଟେନିସ,…

ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ହାଇସ୍ପିଡ୍‌ ରେଳ ଲାଇନ୍‌ ଉପରେ ଆକ୍ରମଣ, ୮ ଲକ୍ଷ ଲୋକ ପ୍ରଭାବିତ

ଅଲିମ୍ପିକ୍ ଗେମ୍ସର ଉଦ୍‌ଘାଟନୀ ସମାରୋହର ପ୍ରାୟ ୧୦ ଘଣ୍ଟା ପୂର୍ବରୁ ଫ୍ରାନ୍ସରେ ଟ୍ରେନ୍ ନେଟୱାର୍କ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ସକାଳ ୫ଟା ୧୫ ମିନିଟ୍‌ରେ ଅନେକ ରେଳ ଲାଇନରେ ଭଙ୍ଗାରୁଜା ସହ ନିଆଁ ଲଗାଇ ଦିଆଯାଇଛି । ତେବେ ଏହି ଆକ୍ରମଣ କିଏ ଏବଂ କାହିଁକି କଲା, ତାହା ଏ ପର୍ଯ୍ୟନ୍ତ…