ଜଳୁଛି ପ୍ୟାରିସ୍: ଟ୍ରାଫିକ ନିୟମ ନମାନିବାରୁ ନାବାଳକଙ୍କୁ ଗୁଳିମାଡ଼ ଘଟଣା, ୪୦ଟି ଗାଡ଼ି ପୋଡି ଦେଲେ ବିକ୍ଷୋଭକାରୀ
ନୂଆଦିଲ୍ଲୀ : ଜଳୁଛି ପ୍ୟାରିସ । ନାବାଳକଙ୍କୁ ଟ୍ରାଫିକ ପୋଲିସର ଗୁଳିମାଡ଼କୁ ନେଇ ପ୍ୟାରିସରେ ବ୍ୟାପକ ହିଂସାକାଣ୍ଡ । ଦୁଇ ଦିନ ହେବ ହେଲା ଫ୍ରାନ୍ସ ଜଳୁଛି । ହଜାର ହଜାର ଲୋକ ବୁଧବାର ରାତିରୁ ପ୍ୟାରିସ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକାରୀ ଅନେକ ବିଲ୍ଡିଂ ଓ କାରକୁ ନିଆଁ…