ଗାଡି ପାର୍କିଂକୁ ନେଇ ରକ୍ତପାତ, ୩ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
ବ୍ରହ୍ମପୁର (କେନ୍ୟୁଜ): ଗାଡି ପାର୍କିଂକୁ ନେଇ ରକ୍ତପାତ । ୩ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅନ୍ତର୍ଗତ ହିଲପାଟଣା ୩ୟ ଲାଇନ ଛକରେ ଆକ୍ରମଣ ହୋଇଛି । ଗାଡ଼ି ସ୍ଥାନାନ୍ତରକୁ ନେଇ ସମ୍ପର୍କ ଟ୍ରାଭେଲସ୍ର ୩ ଜଣଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।…