Google Maps ଜଣାଇବ କେଉଁଠି ଖାଲି ଅଛି ପାର୍କିଙ୍ଗ୍ ସ୍ପେସ୍, ଫଲୋ କରନ୍ତୁ ଏହି ସହଜ ଟିପ୍ସ
ଏମିତି ଅନେକ ସମୟରେ ଦେଖାଯାଏ, ଆପଣ ଯେଉଁଠାକୁ ବି ବାହାରିଥାଆନ୍ତି, ସେଠି ପହଞ୍ଚିବା ପରେ ପାର୍କିଂ ସ୍ପେସ୍ ଉପଲବ୍ଧ ନ ଥାଏ, ଯାହାଫଳରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଆପଣ ଆଉ ସେଭଳି ଅସୁବିଧାରେ ପଡ଼ିବେ ନାହିଁ। କାରଣ, Google Maps ଆପଣଙ୍କ ପାଇଁ…