Browsing Tag

parking

ଗୁଗଲ ମ୍ୟାପ କହିବ ଆପଣଙ୍କ ଗାଡ଼ି କେଉଁଠି ପାର୍କ ହୋଇଛି, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

କାର ହେଉ ଅବା ବାଇକ ହେଉ କିମ୍ବା ଇଲେକଟ୍ରିକ ଭେଇକିଲ ଏସବୁ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ଭଲ ଅପସନ ହୋଇଥାଏ। ବିଶେଷ କରି ବର୍ଷା ଦିନରେ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ହେଲେ ଏହିସବୁ ୍ରଅପସନ ବେଷ୍ଟ ହୋଇଥାଏ। କିନ୍ତୁ ଏଥିରେ ମଧ୍ୟ ଲୋକମାନଙ୍କୁ ବଡ଼ ସମସ୍ୟା ଭୋଗିବାକୁ ପଡ଼ିଥାଏ। ଖାସ କରି ନିଜ…

ଆଉ ରହିବନି କାର ପାର୍କିଂ ଟେନ୍‌ସନ୍‌, ଅଳ୍ପ ଜାଗାରେ ବି ଏବେ ରଖିପାରିବେ ଗାଡ଼ି; ଦେଖନ୍ତୁ କେମିତି

ବର୍ତ୍ତମାନ ଲୋକ ସଂଖ୍ୟା ବଢ଼ିବା ସହ ଘର ଦ୍ୱାର ବି ବଢ଼ି ଚାଲିଛି। ଲୋକଙ୍କ ସହ ତାଳ ଦେଇ ଗାଡ଼ି ମଟର ସଂଖ୍ୟା ବି ହୁ ହୁ ହୋଇ ବଢ଼ୁଛି। ଜଣେ ବ୍ୟକ୍ତିଙ୍କ ପାଖରେ ଏବେ ଗୋଟିଏ ଦୁଇ ଚକିଆ ଓ ଚାରି ଚକିଆ ଥିବା ଦେଖିବାକୁ ମିଳୁଛି। ଫଳରେ ପାର୍କିଂ ଏବେ ଗୁରୁତ୍ୱର ସମସ୍ୟା ହୋଇ ଉଭା ହୋଇଛି। ଲୋକମାନେ…

ଭୁବନେଶ୍ୱରରେ ଗାଡି ପାର୍କିଂକୁ ନେଇ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ପଗଡି ଟାଣି ପଥରରେ ଛେଚିଲେ ଯୁବକ, ଦୁଇ ଅଭିଯୁକ୍ତ…

ଭୁବନେଶ୍ୱର: ଭୁବନେଶ୍ୱରରେ ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳ । କଟକ ରୋଡ ଭଗବାନ ଟାଓ୍ଵାର ସମ୍ମୁଖରେ ଏଭଳି ଘଟଣା ଘଟିଛି । ରାସ୍ତା ଉପରୁ ଗାଡି ସାଇଡ କରିବାକୁ କହିବାରୁ ପରବିନ୍ଦର ପାଲ ସିଂକୁ ମାଡ଼ ମାରିବା ସହ ପଗଡି ଟାଣି ପଥରରେ ଛେଚିଲେ ଯୁବକ । ପୋଲିସ ସାମ୍ନାରେ ସବୁ ଘଟୁଥିଲେ ବି ପୋଲିସ…

ଗାଡ଼ି ପାର୍କିଂର ସ୍ଥାନ ଉପରେ ଦିଅନ୍ତୁ ଧ୍ୟାନ, ନଚେତ ଯାତ୍ରା ହୋଇଯିବ ଅସୁରକ୍ଷିତ

ଘର ନିର୍ମାଣ କରୁଥିବା ସମୟରେ ସବୁବେଳେ ପାର୍କିଂ ବ୍ୟବସ୍ଥା ଉପରେ ଖାସ ଧ୍ୟାନ ରଖିବା ଉଚିତ୍। ଏଣୁ ସବୁବେଳେ ପାର୍କିଂ ଘରର ଉତ୍ତର-ପଶ୍ଚିମ ଅଂଶରେ ରହିବା ଦରକାର। ଏହି ନିୟମ ସେ କ୍ଷେତ୍ରରେ ଅଧିକ ଲାଗୁ ହୁଏ ଯେଉଁ ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ଗାଡ଼ି ରହିଥାଏ। ତେବେ ଛୋଟ ଗାଡ଼ି ପାଇଁ ଘରର…

କଟକ: ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ପାର୍କିଂ ପାଇଁ ନାହିଁ ଜାଗା, ଟ୍ଵିଟ୍‌ କରି ସୂଚନା ଦେଇଛି କମିଶନରେଟ ପୋଲିସ

କଟକ(କେନ୍ୟୁଜ୍): ଆଜି ରବିବାର। ବାଲିଯାତ୍ରାରେ ଅସମ୍ଭାଳ ଭିଡ଼। ଏତେ ଲୋକ ଆସିଛନ୍ତି ଯେ କଟକ ସହରର ସମସ୍ତ ପାର୍କିଂ ସ୍ଥାନ ଭର୍ତ୍ତି ହୋଇ ଯାଇଛି। ଫଳରେ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ଗାଡ଼ି ରଖିବା ପାଇଁ କୌଣସି ସ୍ଥାନରେ ଜାଗା ନାହିଁ। ଫଳରେ ଆଜି ପାଇଁ ବାଲିଯାତ୍ରା ଦେଖିବାକୁ…