Browsing Tag

parlakhemundi

ଗଜପତି : ପାରଳାଖେମୁଣ୍ଡିରେ ଆଜି ଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ, ଆରଏମଆରସିର ୧୬ଜଣ ସଦସ୍ୟ କରୁଛନ୍ତି ସର୍ଭେ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଠାରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ଆଜି ଓ କାଲି ଦୁଇ ଦିନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରେରିତ ଆରଏମଆରସି ଦଳ ମିଳିତ ଭାବେ ସର୍ଭେ କାମକରୁଛନ୍ତି…

ଗଜପତିର କରୋନା ସଂକ୍ରମିତ ଅଞ୍ଚଳରେ ୩ ଦିନିଆ ସଟଡାଉନ ଘୋଷଣା

ଗଜପତି(କେନ୍ୟୁଜ୍):  ଗଜପତିର କରୋନା ସଂକ୍ରମିତ ଅଞ୍ଚଳରେ ୩ଦିନିଆ ସଟଡାଉନ ଘୋଷଣା। ଆସନ୍ତା ୨୮ତାରିଖରୁ ୩୦ ତାରିଖ ଯାଏ ଗୋଷାଣୀ ଓ ଗୁମ୍ମା ବ୍ଲକ, ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା। ଏହି ସମୟରେ…

ପ୍ରଚଣ୍ଡ ଖରା ଦାଉରୁ ରକ୍ଷାକଲା ପାରଳାଖେମୁଣ୍ଡି ପୌରପାଳିକା, ନୂଆକରି ଖୋଲା ଯାଇଥିବା ଦୈନିକ ବଜାରର ପରିବା…

ଗଜପତି (କେନ୍ୟୁଜ): କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶକୁ ସରକାର ଲକଡାଉନ ଘୋଷଣା କରିବା ପରେ ଅତିଆବଶ୍ୟକ ସାମଗ୍ରୀ ପାଇଁ ସରକାର ଲୋକଙ୍କୁ କିଛି ସହରରେ କିଛି ସମୟ ପାଇଁ ମାକେର୍ଟିଙ୍କ କରିବାକୁ କୋହଳ କରିଛନ୍ତି । କିନ୍ତୁ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ବଜାୟ…

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟାନ୍ୟ ୧୩ ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୦ଲକ୍ଷ ଟଙ୍କା ଦେଲେ…

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ତାଙ୍କ ନିର୍ବାଚନମଣ୍ଡଳୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ୧୩ ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୦ଲକ୍ଷ ଟଙ୍କା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକୁ ପାଳନ କରିବାକୁ…

ପାରଳାଖେମୁଣ୍ଡି: ପରିତ୍ୟକ୍ତ ଅବସ୍ଥାରେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି, ଶିଶୁ ଦିବସରେ ପଡିଲା ନାହିଁ…

ଗଜପତି(କେନ୍ୟୁଜ୍):   ପରିତ୍ୟକ୍ତ ଅବସ୍ଥାରେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୪ ନଂ ୱାର୍ଡ କଟିକା ଗୌଡ ସାହି କବିଚନ୍ଦ୍ର ରଘୁନାଥ ପରିଛା ପ୍ରାଥମିକ ବିଦ୍ୟାଳୟ ପଛପଟେ ରହିଛି ନେହେରୁଙ୍କ ପ୍ରତିମୂର୍ତ୍ତି । ଏହାର ପୁନରୁଦ୍ଧାର ନେଇ କେହି…

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା, RTO ଓ ଡାକ୍ତରଖାନା ପରିସରରୁ ୩ ଦଲାଲ ଗିରଫ

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଆଚଂଳିକ ପରିବହନ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଜଣ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁମ୍ମା ବ୍ଲକ ଅନ୍ତର୍ଗତ ସୁରଙ୍ଗି ଗ୍ରାମର ଜୁନେଶ ଶବର(୨୯), ଅନୁବୁଡି ଗ୍ରାମର…

ଗଜପତି: ପୋଲିସ ବାନ୍ଧିଲା ପୁତୁରାକୁ, କରିଥିଲା ୩୦ ତୁଳା ସୁନାଗହଣା ଚୋରି

ସୁନା ଚୋର ଗିରଫ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରେଖେନା ସାହିର ପ୍ରମୋଦ କୁମାର ପଣ୍ଡାଙ୍କ ଘରୁ କିଛି ଦିନ ପୂର୍ବରୁ ୩୦ ତୁଳା ସୁନାଗହଣା ଚୋରି ହୋଇଥିଲା। ସୁନା ଚୋରକୁ ଖୋଜି ଖୋଜି ପ୍ରମୋଦଙ୍କ ପୁତୁରା, ଚିନ୍ମୟ ପାତ୍ର ନିକଟରେ ପହଞ୍ଚିଥିଲା। ଚିନ୍ମୟକୁ ଜେରା କରିବା ସହ, ସେ ନିଜ ଦୋଷ…

କଂଗ୍ରେସକୁ ବାଏ ବାଏ କହିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ, ଯାଇପାରନ୍ତି ବିଜେଡିକୁ

କଂଗ୍ରେସ ଛାଡ଼ିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ । ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ନିର୍ବାଚନ ପରାଜୟ ସମୀକ୍ଷା ବୈଠକରେ ପରେ ସେ ଏହି ଘୋଷଣା କରିଛନ୍ତି । ବିଳମ୍ବରେ ଟିକେଟ ପ୍ରଦାନ ପରାଜୟର ମୁଖ୍ୟ କାରଣ ବୋଲି କହିଛନ୍ତି । ତୃଣମୂଳ ସ୍ତରର ନେତାଙ୍କ…