ଆଜି ନୂଆ ସଂସଦ ଭବନର ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ, କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତିଙ୍କ ସମେତ ୨୦୦ ଅତିଥି
କେନ୍ୟୁଜ୍: ଆଜି ନୂଆ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୨ଟା ୫୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଗୋଟାଏ ବେଳେ ଭୂମି ପୂଜନ କରାଯିବ। ଦିନ ୧ଟା ୩୦ରେ ସର୍ବଧର୍ମ ପ୍ରାର୍ଥନା ହେବ । ସୂଚନା ମୁତାବକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି,…