Browsing Tag

parliament building

ଆଜି ନୂଆ ସଂସଦ ଭବନର ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ, କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତିଙ୍କ ସମେତ ୨୦୦ ଅତିଥି

କେନ୍ୟୁଜ୍‌: ଆଜି ନୂଆ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୨ଟା ୫୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଗୋଟାଏ ବେଳେ ଭୂମି ପୂଜନ କରାଯିବ। ଦିନ ୧ଟା ୩୦ରେ ସର୍ବଧର୍ମ ପ୍ରାର୍ଥନା ହେବ । ସୂଚନା ମୁତାବକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି,…

ତ୍ରିଭୁଜାକାର ହେବ ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ: ନିର୍ମାଣ କରିବ ଟାଟା, ୨୧ ମାସ ଭିତରେ ସରିବ କାମ

ନୂଆଦିଲ୍ଲୀ: ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ନିର୍ମାଣ କରିବ ଟାଟା । ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌କୁ ମିଳିଲା କାର୍ଯ୍ୟାଦେଶ । ୮୬୧ କୋଟି ୯୦ ଲକ୍ଷ ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବ ଟାଟା । ତେବେ ଏଲ୍‌ ଆଣ୍ଡ ଟି ୮୬୫ କୋଟି ଟଙ୍କାର ବିଡ୍‌ ଦାଖଲ କରିଥିଲେ ବି କଟି ଯାଇଛି । ନୂଆ…