Browsing Tag

parliament session

ଖୋଲା ଆକାଶ ତଳେ ବସିଛି ସଂସଦ ଅଧିବେଶନ, ଆଲୋଚନା କରୁଛନ୍ତି ଛାତ୍ରଛାତ୍ରୀ

ହରଭଙ୍ଗା: ଚେୟାରରେ ବସିଛନ୍ତି ବାଚସ୍ପତି । ଗୋଟିଏ ପାର୍ଶ୍ୱରେ ଶାସକ ଦଳର ନେତା ଏବଂ ଅନ୍ୟ ପାର୍ଶ୍ୱରେ ବସିଛନ୍ତି ବିରୋଧି । ତାହା ପୁଣି ଖୋଲା ଆକାଶ ତଳେ ଚାଲିଛି ଅଧିବେଶନ । ବିରୋଧି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଥିବାବେଳେ ଶାସକ ଦଳର ନେତା ମାନେ ତାର ଉତ୍ତର ରଖିଛନ୍ତି । ତେବେ…

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ : ନିଟ୍‌ ପେପର ଲିକ୍‌ ବିବାଦ, ନିରପେକ୍ଷ ଯାଞ୍ଚ ହେବ ବୋଲି କହିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ଦେବା ସମୟରେ ନିଟ୍‌ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର…

ସଂସଦରେ ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟା ସମାଧାନ କରିଛି

ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଷ୍ଟାଦଶ ଲୋକସଭା ଅଧିବେଶନ ପାଇଁ ରାଷ୍ଟ୍ରପତି ଭବନରୁ ଅଶ୍ବବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦ ଭବନର ଗଜ ଦ୍ବାର ଦେଇ ପ୍ରବେଶ କରିଥିଲେ ରାଷ୍ଟ୍ରପତି…

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ୧୯ଦିନର ଅଧିବେଶନରେ ରହିଛି ୧୫ଟି କାର୍ଯ୍ୟଦିବସ

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ। ସପ୍ତଦଶ ଲୋକସଭାର ଏହା ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ଚଳିତ ଅଧିବେଶନ ସରଗରମ ହେବା ସମ୍ଭାବନା ରହିଛି । ଆଜି ପ୍ରଥମ ଦିନରେ ଲୋକସଭା ଏଥିକ୍ସ କମିଟି ଦ୍ବାରା ସାଂସଦ ମହୁଆ ମୈତ୍ରାଙ୍କ ସଦସ୍ୟ ପଦ ରଦ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହେବ।…

ଡକାଗଲା ସଂସଦର ବିଶେଷ ଅଧିବେଶନ, ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ୫ଟି ବୈଠକ

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି…

ସଂସଦରୁ ନିଲମ୍ବିତ ହେଲେ୧୨ ଜଣ ସାଂସଦ, ବିଶୃଙ୍ଖଳ ଆଚରଣ ପାଇଁ ନିଆଗଲା ପଦକ୍ଷେପ

ନୂଆଦିଲ୍ଲୀ(କେ ନ୍ୟୁଜ): ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ହିଁ ୧୨ ଜଣ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଛି । ଗୃହ ମଧ୍ୟରେ ବିଶୃଖଳିତ ଆଚରଣ କରିବା ନେଇ ଏମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ କଂଗ୍ରେସରୁ ୬ ଜଣ, ତୃଣ ମୂଳ…

କରୋନା ମହାମାରୀ ପାଇଁ ଏଥର ହେବନି ସଂସଦର ଶୀତ ଅଧିବେଶନ, ସିଧାସଳଖ ଜାନୁଆରୀରେ କରାଯାଇପାରେ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏଥର ହେବନି ସଂସଦର ଶୀତ ଅଧିବେଶନ । ଶୀଘ୍ର ଆରମ୍ଭ ହେବ ବଜେଟ୍‌ ଅଧିବେଶନ । ସିଧାସଳଖ ଜାନୁଆରୀରେ ବଜେଟ୍‌ ଅଧିବେଶନ ଆରମ୍ଭ କରାଯାଇପାରେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀକୁ ଚିଠି…

ସଂକ୍ରମଣ ଭୟରେ ଅଧାରେ ବନ୍ଦ ହେଲା ସଂସଦ, ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍‌ ଡାଏ ଘୋଷଣା

ନୂଆଦିଲ୍ଲୀ: ଅଧାରେ ବନ୍ଦ ହେଲା ସଂସଦ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା । ଗତକାଲି ସକାଳେ ରାଜ୍ୟସଭା ସାଇନ୍‌ ଡାଏ ଘୋଷଣା ହୋଇଥିଲା । ଗତ ସଂଧ୍ୟାରେ ଲୋକସଭାକୁ ସାଇନ୍‌ ଡାଏ ଘୋଷଣା କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ସଂସଦର ମୌସୁମୀ ଅଧିବେଶନ ସେପଟେମ୍ବର ୧୪ ରୁ ଆରମ୍ଭ ହୋଇଥିଲା…

ସଂସଦରେ ସ୍ୱର ଉଠାଇଲେ କନ୍ଧମାଳ ସାଂସଦ, କହିଲେ ଓଡ଼ିଶାକୁ ଦିଆଯାଉ ସ୍ୱତନ୍ତ୍ର ଧ୍ୟାନ

ନୂଆଦିଲ୍ଲୀ: କରୋନା ଯୋଦ୍ଧାମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ମିଳିବ ଉଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି । ଏହି ନିଷ୍ପତ୍ତି ଯୋଗୁ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଉଦାହରଣ ପାଲଟିଛନ୍ତି । ଓଡ଼ିଶା ସବୁବେଳେ ପ୍ରାକୃତିକ…

ଆରମ୍ଭ ହେଲା ସଂସଦରେ ମୌସୁମୀ ଅଧିବେଶନ: ଅଲଗା ଅଲଗା ସିଫ୍‌ଟରେ ଚାଲିବ ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ: ଆଜିଠୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ଭିତରେ ଆରମ୍ଭ ହୋଇଛି ପ୍ରଥମ ଅଧିବେଶନ । ସଂକ୍ଷିପ୍ତ ଅଧିବେଶନରେ ଗୃହକାର୍ଯ୍ୟ ମଧ୍ୟ କାଣ୍ଟଛାଣ୍ଟ ହୋଇଛି । ଅଲଗା ଅଲଗା ସିଫ୍‌ଟରେ ଚାଲୁଛି ଲୋକସଭା ଓ ରାଜ୍ୟସଭା । ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଆରମ୍ଭ ହୋଇ…

ଆସନ୍ତା ୧୪ରୁ ଆରମ୍ଭ ହେଉଛି ସଂସଦର ମୌସମୀ ଅଧିବେଶନ, ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରୁ ସଂସଦର ମୌସମୀ ଅଧିବେଶନ ଆରମ୍ଭ । ଏହା ଅକ୍ଟୋବର ୧ ଯାଏଁ କାର୍ଯ୍ୟକାରୀ କରିବ । ମହାମାରୀ କରୋନା ସଂକ୍ରମଣ ଭିତରେ ଚଳିତ ଅଧିବେଶନରେ ସଂସଦର ଉଭୟ ସଦନ , ବିନା OFF DAYରେ ଚାଲିବ । ଅର୍ଥାତ କୌଣସି ଛୁଟି ରହିବ ନାହିଁ, ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ…

ନୂଆ ରୂପରେ ଓ ଢଙ୍ଗରେ ବସିପାରେ ମୌସୁମୀ ଅଧିବେଶନ: ସାଂସଦଙ୍କ ମଧ୍ୟରେ ରହିବ ସାମାଜିକ ଦୂରତା, ସିଟ୍‌ ମଝିରେ ଲାଗିବ…

ନୂଆଦିଲ୍ଲୀ : ନୂଆ ରୂପରେ ନୂଆ ଢଙ୍ଗରେ ହୋଇପାରେ ସଂସଦର ମୌସୁମୀ ଅଧିବେଶନ। ସଂସଦରେ ଦେଖିବାକୁ ମିଳିପାରେ ବଡ ବଡ ଟିଭି ସ୍କ୍ରିନ୍‌ । ସାଂସଦଙ୍କ ମଧ୍ୟରେ ରହିବ ଛଅ ଫୁଟର ଦୂରତା । ଦୁଇ ସାଂସଦଙ୍କ ମଧ୍ୟରେ ରହିବ ଫାଇବର ଗ୍ଲାସ କିମ୍ବା ପ୍ଲେକକ୍ସି ଗ୍ଲାସର ସିଟ୍‌ । କମିପାରେ ସଂସଦର…