Odisha News
Browsing Tag

parliament

ଯୁବକଙ୍କ ସଂସଦ ଭବନରେ ଛୁରୀ ଧରି ପଶିବାକୁ ଉଦ୍ୟମ, ଗିରଫ କରି ପଚରାଉଚରା କରୁଛି ପୋଲିସ

ସଂସଦ ଭବନରେ ପଶିବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପଚରାଉଚରା କରୁଛି। ଯୁବକଙ୍କ ନାଁ ସାଗର ଇନସା ବୋଲି ଜଣା ପଡ଼ିଛି। ଏକ ବାଇକ୍‌ରେ ଆସି ଯୁବକ ଜଣଙ୍କ ସଂସଦ ଭବନରେ ପଶିବାକୁ ଉଦ୍ୟମ କରୁଥିଲେ। ତାଙ୍କୁ ପୋଲିସ ସାଙ୍ଗେ ସାଙ୍ଗେ କାବୁ କରି ନେଇଥିଲା। ସଂସଦ ଭବନର ୧ ନମ୍ବର…

ସଂଶୋଧିତ ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯କୁ ସ୍ବାଗତ କଲେ ଡ. ଅଚ୍ୟୁତ ସାମନ୍ତ, ଜାଣନ୍ତୁ କଣ ରହିଛି ଏହି ବିଲରେ

ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯ ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯ ଆଲୋଚନାରେ ଭାଗ ନେଇ ସାଂସଦ ଡ. ସାମନ୍ତ କହିଲେ, ଟ୍ରାନ୍ସଜେଣ୍ଡର…

ରାଜ୍ୟସଭାରେ ଗୃହୀତ ହେଲା ୟୁଏପିଏ ବିଲ୍

ନୂଆଦିଲ୍ଲୀ(କେନ୍ୟୁଜ୍) : ଅନ୍‌ଲଫୁଲ ଆକ୍ଟିଭିଟିସ୍‌ ପ୍ରିଭେନ୍‌ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଛି । ବିଲ ସପକ୍ଷରେ ୧୪୭ଟି ଓ ବିପକ୍ଷରେ ୪୨ଟି ଭୋଟ ପଡ଼ିଛି। ପୂର୍ବରୁ ଲୋକସଭାରେ ପାସ୍‌ ହୋଇଥିଲା । ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସଂଶୋଧନକୁ ବିରୋଧ କରୁଥିଲା କଂଗ୍ରେସ।…

ଲୋକସଭାରେ ପ୍ଲାଷ୍ଟିକ ପ୍ରଦୂଷଣ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର…

ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ବ୍ୟାପକ ପ୍ରଦୂଷଣ ହେଉଥିବା ବେଳେ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟଗୁଡ଼ିକରେ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ଲାଗୁ କରିବା ନେଇ ସବୁ ରାଜ୍ୟ ପାଇଁ ଏକକ ନୀତି ଆପଣାଇବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ…

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା,ସଂସଦ ଭବନରେ ନୃତ୍ୟ ପ୍ରଦର୍ଶନ କରି ସାଉଁଟିଛନ୍ତି ପ୍ରଶଂସା

ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ । ସେମାନଙ୍କ ଭିତରେ ଭରି ରହିଛି ପ୍ରତିଭା । ଏମିତି ଦୁଇ ପ୍ରତିଭା ହେଲେ ଯାଜପୁର ଜିଲ୍ଲା ଝାଲପଡ଼ା ଗାଁର ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ସତ୍ୟବ୍ରତ ଓ ସାଗରିକା । ଦିବ୍ୟାଙ୍ଗ ହୋଇ ବି ସଂସଦ ଭବନରେ ନୃତ୍ୟ ପ୍ରଦର୍ଶନ କରି ସାଉଁଟିଛନ୍ତି ଅନେକ ପ୍ରଶଂସା ।…

ଦୁଗ୍ଧଚାଷ ପାଇଁ ଲୋକସଭାରେ ପ୍ରଶ୍ନ ଉଠାଇଲେ ଡ. ଅଚ୍ୟୁତ ସାମନ୍ତ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ନେଇ ମନ୍ତ୍ରୀଙ୍କଠାରୁ…

ଭାରତରେ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦୁଗ୍ଧ ଉତ୍ପାଦନରେ ଅନ୍ୟ ଦେଶ ତୁଳନାରେ ପଛରେ ପଡ଼ିଛି। ଏନେଇ ଲୋକସଭାରେ ଉଦବେଗ ପ୍ରକାଶ କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ନେଇ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ତା ଉପରେ…

ଓ୍ଵାନ୍‌ ନେସନ୍‌ ଓ୍ଵାନ୍‌ ଭୋଟ୍‌କୁ ନେଇ ପୁଣି ତର୍କ ବିତର୍କ, ୧୯ରେ ରାଜନୈତିକ ଦଳ ମୁଖ୍ୟଙ୍କ ସହ ଆଲୋଚନା କରିବେ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଦ୍ୱିତୀୟ ଇନିଂସ ଆରମ୍ଭରୁ ମୋଦି ସରକାର ପୁଣି ଏହି ପ୍ରସଙ୍ଗ ଉଠାଇଛନ୍ତି । ଆସନ୍ତା ୧୯ ତାରିଖରେ ସବୁ ଦଳର ମୁଖିଆଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମେତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ…

ସପ୍ତଦଶ ଲୋକସଭା ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଅଧିବେଶନକୁ ସୁରୁଖୁରରେ ଚଳାଇବା…

ଆସନ୍ତକାଲିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ । ଏହାପୂର୍ବରୁ ସଂସଦର ଅଧିବେଶନକୁ ସୁରୁଖୁରୁରେ ଚଳାଇବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସେ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।…

ଆଜି ରାଜ୍ୟସଭାରେ ହେବ ହରି-ହରି ଟକ୍କର

ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ । ହରି-ହରି ଟକ୍କର ।ଏନଡ଼ିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ସହ ୟୁପିଏ ପ୍ରାର୍ଥୀ ବି. କେ. ହରିପ୍ରସାଦଙ୍କ ମଧ୍ୟରେ ମୁକାବିଲା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ସମର୍ଥନ କରିବ ବୋଲି…

ରାଜ୍ୟସଭା ନିର୍ବାଚନ : ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ ୧୨୩ ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ : ରାଜ୍ୟସଭାରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୪୪। ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ ୧୨୩ ସାଂସଦଙ୍କ ସମର୍ଥନ। ଏନଡିଏ ପାଖରେ ୧୧୦ ସାଂସଦ ଅଛନ୍ତି। ରାଜ୍ୟସଭାରେ ବିଜେଡିର ୯ ସାଂସଦ ଅଛନ୍ତି। ଯଦି ହରିବଂଶଙ୍କୁ ବିଜେଡିର ସମର୍ଥନ ମିଳେ, ତେବେ ଏନଡିଏକୁ ମିଳିବ ୧୧୯…

ଶପଥ ନେଲେ ରାଜ୍ୟସଭାକୁ ମନୋନୀତ ୪ ସାଂସଦ !

ଭୁବନେଶ୍ବର : ଶପଥ ନେଲେ ରାଜ୍ୟସଭାକୁ ମନୋନୀତ ବ୍ୟକ୍ତି । ଓଡ଼ିଶାରୁ ମନୋନୀତ ହୋଇଥିବା ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ସେମାନେ ପଦ…

ଏକାଠି ହୋଇପାରେ ବିଧାନସଭା ଓ ଲୋକସଭା ନିର୍ବାଚନ : ସବୁ ରାଜନୈତିକ ଦଳଙ୍କୁ ଚିଠି ଲେଖିଲେ ଲ’ କମିଶନ

ନୂଆଦିଲ୍ଲୀ : ଜୁଲାଇ ୭ ଓ ୮ରେ ରାଜନୈତିକ ଦଳଙ୍କୁ ଭେଟିବେ କମିଶନ ଦେଶର ସବୁ ରାଜନୈତିକ ଦଳଙ୍କୁ ଲ' କମିଶନଙ୍କ ଚିଠି । ଏକାସାଙ୍ଗରେ ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ମତାମତ ମଗାଯାଇଛି । ଜୁନ୍‌ ୩୦ ସୁଦ୍ଧା ପ୍ରସ୍ତାବ ଦେବାକୁ କୁହାଯାଇଛି। ଏହାସହ ଜୁଲାଇ ୭ ଓ ୮ ତାରିଖରେ ସବୁ…