Browsing Tag

parliament

ମହିଳା ସଂରକ୍ଷଣ ବିଲକୁ ନେଇ ସୋନିଆ କହିଲେ ଏମିତି

ସଂସଦ ଭବନର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଏକ ଐତିହାସିକ ଦିନ । କାରଣ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଅନେକ ବିଲ୍ ମଧ୍ୟ ଏହି ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍ ବିଷୟରେ ଅନେକ…

ନବୀନଙ୍କ ବାଟରେ ଚାଲିଲା ଦେଶ, ଆଜି ପାର୍ଲାମେଣ୍ଟରେ ଆଗତ ହେବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ

ଭୁବନେଶ୍ବର (କେନ୍ୟୁଜ): ସାରା ଦେଶକୁ ବାଟ ଦେଖାଉଛି ଓଡ଼ିଶା । ୫ ବର୍ଷ ତଳେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେଇଥିଲେ ତାହାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା। ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍। ଯଦି ଏହା ଗୃହୀତ ହୁଏ ତେବେ ଏହା ନିଶ୍ଚିତ…

ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ, ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ : ମୋଦି

ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ଲୋକସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା…

ଆଜିଠୁ ଆରମ୍ଭ ହେବ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ, ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଅଧିବେଶନରେ…

ପାର୍ଲାମେଣ୍ଟ ସ୍ବତନ୍ତ୍ର ଅଧିବେଶନକୁ ନେଇ ଚର୍ଚ୍ଚା, ଶେଷ ମୁହୁର୍ତ୍ତରେ ମୋଦି ସରକାର ଚକମା ଦେବେ କି ?

ନୂଆଦିଲ୍ଲୀ: ଶେଷ ମୁହୁର୍ତ୍ତରେ ମୋଦି ସରକାର ଚକମା ଦେବେ କି। ପାର୍ଲାମେଣ୍ଟ ସ୍ବତନ୍ତ୍ର ଅଧିବେଶନକୁ ନେଇ ଏବେ, ଡାର୍ଟି ଟ୍ରିକ୍ କଥା ଉଠାଇଛନ୍ତି ବିରୋଧୀ। ୫ ଦିନିଆ ଅଧିବେଶନ ପାଇଁ ଏଜେଣ୍ଡା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଏହାକୁ ବିଶ୍ବାସକୁ ନେଇପାରୁନାହାନ୍ତି ବିରୋଧୀ।…

କାହିଁକି କେନ୍ଦ୍ର ସରକାର ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି?ସାମନାକୁ ଆସିଲା କାରଣ

କେନ୍ୟୁଜ୍(ବ୍ୟୁରୋ):  ସବୁ କଳ୍ପନାଜଳ୍ପନାର ଅନ୍ତ । ଆସିଲା ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା। କାହିଁକି କେନ୍ଦ୍ର ସରକାର ଆସନ୍ତା ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କାରଣ ସାମନାକୁ ଆସିଛି । ଏହି ୫ ଦିନିଆ ଅଧିବେଶନରେ ୭୫ ବର୍ଷର ସଂସଦୀୟ ଇତିହାସ ଉପରେ…

ରାତି ଅଧରେ ପାକିସ୍ତାନ ସଂସଦକୁ ଭଙ୍ଗକଲେ ରାଷ୍ଟ୍ରପତି, ୩ ମାସ ମଧ୍ୟରେ ଇମ୍ରାନଙ୍କ ବିନା ହେବ ନିର୍ବାଚନ

ରାତି ଅଧରେ ପାକିସ୍ତାନ ସଂସଦକୁ ରାଷ୍ଟ୍ରପତି ଭଙ୍ଗ କରିଛନ୍ତି । ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରେ ଥିବା ବେଳେ ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ…

ଆଜି ସଂସଦରେ ବିବୃତ୍ତି ରଖିବେ ମୋଦି, କଣ କହିବେ ତାହା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଆଜି ସଂସଦରେ ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ । ଅନାସ୍ଥା ପ୍ରସ୍ତାବକୁ ନେଇ ଦୁଇ ଦିନ ହେବ ଗୃହରେ ବିତର୍କ ଚାଲିଛି । ବିରୋଧୀ ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିବେ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ…

ଆଜିଠୁ ୧୦ ତାରିଖ ଯାଏଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା; ମୋଦି ରଖିବେ ଉତ୍ତର

ନୂଆଦିଲ୍ଲୀ : ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦି ସରକାର । ୯ବର୍ଷ ସରକାରରେ ଦ୍ବିତୀୟ ଥର ଅନାସ୍ଥାର ସାମନା କରିବେ । ଆଜିଠାରୁ ୩ ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ଆସନ୍ତା ୧୦ ତାରିଖରେ ବିରୋଧୀଙ୍କ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ । ଜୁଲାଇ ୨୬…

ମଣିପୁର ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ, କଳା ପୋଷାକ ପିନ୍ଧି ବିରୋଧ କଲେ ବିରୋଧୀ

ମଣିପୁର ପ୍ରସଙ୍ଗରେ ଆଜି ବି ସଂସଦରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ହୋଇପାରି ନାହିଁ । ଫଳରେ ଲୋକସଭାକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ରାଜ୍ୟସଭାରେ ବି ଅଚଳାବସ୍ଥା ଜାରି ରହିଛି । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ…

ମଣିପୁର ହିଂସାକୁ ନେଇ ଆଜି ପୁଣି ଚାଲି ପାରିଲାନି ପାର୍ଲାମେଣ୍ଟ, ଉଭୟ ଗୃହରେ ହଙ୍ଗାମା

ଚାଲି ପାରୁନି ସଂସଦ । ମଣିପୁର ହିଂସାକୁ ନେଇ ଆଜି ପୁଣି ଚାଲି ପାରିଲାନି ପାର୍ଲାମେଣ୍ଟ । ଉଭୟ ରାଜ୍ୟସଭା ଓ ଲୋକସଭାରେ ହଙ୍ଗାମା ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ବାରମ୍ବାର ମୁଲତବୀ ହୋଇଥିଲା ଗୃହ କାର୍ଯ୍ୟ । ଅଚଳାବସ୍ଥା ଲାଗି ରହିବାରୁ ଆସନ୍ତା…

ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣରେ ନୂଆ ପାର୍ଲାମେଣ୍ଟ ଭବନ ହେଲା ଲୋକାର୍ପିତ, ରହିଛି ଅତ୍ୟାଧୁନିକ ସୁବିଧା

କେନ୍ୟୁଜ୍(ବ୍ୟୁରୋ): ଶ୍ରେଷ୍ଠ ଭାରତର ନୂଆ ସଂସଦ ଭବନ । ଆଜି ଉଦଘାଟିତ ହୋଇଛି ଗଣତନ୍ତ୍ରର ନୂଆ ମନ୍ଦିର । ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା ।…