ହତ୍ୟା, ଯୌନ ଅପରାଧ ଓ ଶିଶୁ ଅପହରଣ ଭଳି ସଙ୍ଗୀନ ଅପରାଧରେ ଜେଲରେ ଥିବା ଦୋଷୀଙ୍କୁ ପାରୋଲରେ ଛାଡ଼ ନାହିଁ:ଗୃହ ବିଭାଗ
କେନ୍ୟୁଜ୍(ବ୍ୟୁରୋ): ହତ୍ୟା, ଯୌନ ଅପରାଧ ଓ ଶିଶୁ ଅପହରଣ ଭଳି ସଙ୍ଗୀନ ଅପରାଧରେ ଜେଲରେ ଥିବା ଦୋଷୀଙ୍କୁ ପାରୋଲରେ ଛାଡ଼ ନାହିଁ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଯେଉଁ କଏଦୀଙ୍କ ଉପସ୍ଥିତି ସମାଜ ପାଇଁ ବିପଦଜନକ ଓ ଶାନ୍ତି ଶୃଙ୍ଖଳା…