Browsing Tag

parrot

ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ

କେନ୍ଦୁଝର (କେନ୍ୟୁଜ): ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ । ଗିରଫ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ବନ ବିଭାଗ ଗିରଫ କରିଛି। ଚିନ୍ମୟ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ…

ନିଶାଡ଼ି ହେଉଛନ୍ତି ମଧ୍ୟ ପ୍ରଦେଶର ଶୁଆ! ସଫା କରିଦେଉଛନ୍ତି ଶହ ଶହ ଏକର ଅଫିମ ଫସଲ, ଚିନ୍ତାରେ ଚାଷୀ

କୁହାଯାଏ, ଅଫିମ ନିଶାରେ ଯିଏ ପଡ଼ିଛି ସିଏ ବଂଶ ବୁଡ଼ାଇ ଦେଇଛି । ଅର୍ଥାତ୍‌, ଏ ନିଶା ଥରେ ଧରିଲେ ଆଉ ଛାଡ଼େ ନାହିଁ । ଏବେ କିଛି ଶୁଆ ଅଫିମ ନିଶାରେ ପଡ଼ି ଚଷୀଙ୍କ ଫସଲ ଲୁଟିବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର କେତେକ ସ୍ଥାନରେ ଅଫିମ ଚାଷୀ ଚିନ୍ତାଜନକ ସ୍ଥିତିରେ ଅଛନ୍ତି। କାରଣ, ଏଠାରେ ଶୁଆ…

ସ୍ନେହ-ପ୍ରେମ ଆଗରେ ସବୁ କିଛି ହାରମାନେ: ୨୮ବର୍ଷ ଧରି ଘରେ ଥିବା ଶୁଆର ମୃତ୍ୟୁ ପରେ ପରିବାର ଲୋକ କଲେ ଶେଷକୃତ୍ୟ

କେନ୍ଦୁଝର(କେନ୍ୟୁଜ୍): ମଣିଷ ଓ ପକ୍ଷୀ ମଧ୍ୟରେ ଥିବା ଅନାବିଳ ପ୍ରେମ ସମ୍ପର୍କରେ ବିଷୟରେ ବହିରେ ପଢିଛେ ଓ ପିଲ୍ମ ରେ ଆମେ ଦେଖିଛେ । କିନ୍ତୁ ପକ୍ଷୀ ଓ ମଣିଷ ମଧ୍ୟରେ ଏଭଳି ଏକ ନିଛକ ଅନାବିଳ ପ୍ରେମ ସମ୍ପର୍କ ର କାହାଣୀ କେନ୍ଦୁଝର ସହର ର ମାଇନିଂ ରୋଡ଼ରେ ରହୁଥିବା ରଣା ପରିବାରରେ ଦେଖିବାକୁ…

ଘରର ଉତ୍ତର ଦିଗରେ ଲଗାନ୍ତୁ ଶୁଆର ଫଟୋ, ଦୂର ହୋଇଯିବ ସମସ୍ତ ଦୋଷ…ଜାଣନ୍ତୁ ବାସ୍ତୁ ଟିପ୍ସ

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଛି। ବାସ୍ତୁ ବିଷୟରେ ସଠିକ୍‌ ଜ୍ଞାନ ଜୀବନରେ ସୁଖ, ସମୃଦ୍ଧି ଆଣିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ଅନେକ ବସ୍ତୁ ଘରର ସଦସ୍ୟମାନଙ୍କ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। କିଛି ସମସ୍ୟା ଥିଲେ, ଏଥିରୁ ମୁକ୍ତି…

ଶେଷରେ ଜଙ୍ଗଲରେ ଶୁଆ କୋକୋକୁ ଛାଡ଼ିଲା ବନବିଭାଗ

ଭୁବନେଶ୍ୱର(କେନ୍ଯୁଜ୍): ଶେଷରେ ଜଙ୍ଗଲକୁ ଗଲା କୋକୋ। ଜଙ୍ଗଲରେ ଶୁଆ କୋକୋକୁ ଛାଡ଼ିଲା ବନବିଭାଗ। ଭୁବନେଶ୍ୱର ପାତ୍ରପଡ଼ା ନଲେଜ ସେଣ୍ଟରରେ ଛାଡ଼ିଛି ବନବିଭାଗ। ଶୁଆକୁ କଟକ ତୁଳସୀପୁର ଅଞ୍ଚଳର ସସ୍ମିତା ବେହେରା ପୋଷିଥିଲେ। ପିଞ୍ଜରାରେ ନରଖି ଖୋଲାରେ ପାଳିଥିଲେ । କୋକୋକୁ ନିଜ ପିଲା ଭଳି ସ୍ନେହ…

ଥମୁନି ଚର୍ଚ୍ଚା, କୋକୋ ରହିବ କେଉଁଠି? ବିଭିନ୍ନ ମହଲରୁ ପ୍ରକାଶ ପାଇଛି ପ୍ରତିକ୍ରିୟା

ଭୁବନେଶ୍ୱର(କେନ୍ଯୁଜ୍): ଶୁଆ କୋକୋକୁ ନେଇ ଥମୁନି ଚର୍ଚ୍ଚା। ଏବେ କଟକ ଫେରିବନି କୋକୋ। ମାଲିକାଣୀଙ୍କ ପାଖକୁ ଏବେ ଫେରିବନି କୋକୋ । ନନ୍ଦନକାନନକୁ ମଧ୍ୟ ଏବେ ଯିବନି ବହୁ ଚର୍ଚ୍ଚିତ ଶୁଆ କୋକୋ । ବର୍ତ୍ତମାନ କଟକ ରେଞ୍ଜ ଅଫିସରେ ଶୁଆ ଅଛି । ସେଠାରେ କୋକୋର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରହିଛି…

ଫେରିଆସିଲା ‘କୋକୋ’: ୧୨ ଦିନ ପରେ ଉଦ୍ଧାର ହେଲା ନିଖୋଜ ଶୁଆ

କଟକ(କେନ୍ଯୁଜ୍):୧୨ ଦିନ ପରେ ଉଦ୍ଧାର ହେଲା ନିଖୋଜ କୋକୋ। କେଶୁରା ନିକଟ ମନୋଜ କୁମାର ସ୍ୱାଇଁଙ୍କ ଘରୁ ଉଦ୍ଧାର ହୋଇଛି ଶୁଆ। ବର୍ଷାରେ ଓଦା ହୋଇ କୋକୋକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ମନୋଜ ସ୍ୱାଇଁଙ୍କ ସ୍ତ୍ରୀ ମାମିନା ପ୍ରଧାନ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। କଟକ…

ମୋ ଶୁଆକୁ ଖୋଜିଦେଲେ ଦେବି ୫ ହଜାର ଟଙ୍କା, ମାଲିକାଣୀ ଦେଲେ ଏମିତି ବିଜ୍ଞାପନ

ନିଖୋଜ ଶୁଆ ପାଇଁ ୫ ହଜାର ଟଙ୍କାର ଆର୍ଥିକ ରାଶି। ଖୋଜି ଆଣିଦେଲେ ଦିଆଯିବ ଏହି ଆର୍ଥିକ ପୁରସ୍କାର। ଯାହାର ଲିଫଲେଟ ଏବେ କଟକ ସହରରେ ବଣ୍ଟା ହେଲାଣି। ବିଭିନ୍ନ ଖବର କାଗଜ ଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାଏଁ ସବୁଥିରେ ନିଖୋଜ ଶୁଆ କୋକୋ ପାଇଁ ଦିଆଯାଇଛି ବିଜ୍ଞାପନ।…