Browsing Tag

parrot coco

ଶେଷରେ ଜଙ୍ଗଲରେ ଶୁଆ କୋକୋକୁ ଛାଡ଼ିଲା ବନବିଭାଗ

ଭୁବନେଶ୍ୱର(କେନ୍ଯୁଜ୍): ଶେଷରେ ଜଙ୍ଗଲକୁ ଗଲା କୋକୋ। ଜଙ୍ଗଲରେ ଶୁଆ କୋକୋକୁ ଛାଡ଼ିଲା ବନବିଭାଗ। ଭୁବନେଶ୍ୱର ପାତ୍ରପଡ଼ା ନଲେଜ ସେଣ୍ଟରରେ ଛାଡ଼ିଛି ବନବିଭାଗ। ଶୁଆକୁ କଟକ ତୁଳସୀପୁର ଅଞ୍ଚଳର ସସ୍ମିତା ବେହେରା ପୋଷିଥିଲେ। ପିଞ୍ଜରାରେ ନରଖି ଖୋଲାରେ ପାଳିଥିଲେ । କୋକୋକୁ ନିଜ ପିଲା ଭଳି ସ୍ନେହ…

ଜୀବନରେ ସ୍ନେହଶ୍ରଦ୍ଧାର ମୂଲ୍ୟ ବି ରହିଛି, ଶୁଆ ପାଇଁ ସିଏମଙ୍କୁ ଚିଠି ଲେଖିଲେ ୭ ଶିକ୍ଷାବିତ୍

ଭୁବନେଶ୍ୱର(କେନ୍ଯୁଜ୍): ପୋଷା ଶୁଆ କୋକୋକୁ ପାଳନ କରିଥିବା ମହିଳାଙ୍କୁ ଫେରାଇ ଦିଆଯାଉ । ଏନେଇ ନିର୍ଦ୍ଦେଶ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇ ୭ ଜଣ ଶିକ୍ଷାବିତ ଚିଠି ଲେଖିଛନ୍ତି । ଜଙ୍ଗଲ ବିଭାଗର କାର୍ଯ୍ୟକୁ ସେମାନେ ଅସମ୍ବେଦନଶୀଳ ବୋଲି ଦର୍ଶାଇଛନ୍ତି ।…

ଭୁବନେଶ୍ବର: ପାତ୍ରପଡା ମେଡିସନାଲ ପ୍ଲାଣ୍ଟ ନଲେଜ୍‌ ସେଣ୍ଟରକୁ ଯିବକି ଶୁଆ କୋକୋ ?

ଭୁବନେଶ୍ବର(କେନ୍ୟୁଜ୍):ଶୁଆ କୋକୋକୁ ନେଇ ଥମୁନି ଚର୍ଚ୍ଚା। ଏବେ କଟକ ଫେରିବନି କୋକୋ। ମାଲିକାଣୀଙ୍କ ପାଖକୁ ଫେରିବନି କୋକୋ । ନନ୍ଦନକାନନକୁ ମଧ୍ୟ ଏବେ ଯିବନି ବହୁ ଚର୍ଚ୍ଚିତ ଶୁଆ କୋକୋ । ବର୍ତ୍ତମାନ କଟକ ରେଞ୍ଜ ଅଫିସରେ ଶୁଆ ଅଛି । ସେଠାରେ କୋକୋର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରହିଛି ।…

ଥମୁନି ଚର୍ଚ୍ଚା, କୋକୋ ରହିବ କେଉଁଠି? ବିଭିନ୍ନ ମହଲରୁ ପ୍ରକାଶ ପାଇଛି ପ୍ରତିକ୍ରିୟା

ଭୁବନେଶ୍ୱର(କେନ୍ଯୁଜ୍): ଶୁଆ କୋକୋକୁ ନେଇ ଥମୁନି ଚର୍ଚ୍ଚା। ଏବେ କଟକ ଫେରିବନି କୋକୋ। ମାଲିକାଣୀଙ୍କ ପାଖକୁ ଏବେ ଫେରିବନି କୋକୋ । ନନ୍ଦନକାନନକୁ ମଧ୍ୟ ଏବେ ଯିବନି ବହୁ ଚର୍ଚ୍ଚିତ ଶୁଆ କୋକୋ । ବର୍ତ୍ତମାନ କଟକ ରେଞ୍ଜ ଅଫିସରେ ଶୁଆ ଅଛି । ସେଠାରେ କୋକୋର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରହିଛି…

ଫେରିଆସିଲା ‘କୋକୋ’: ୧୨ ଦିନ ପରେ ଉଦ୍ଧାର ହେଲା ନିଖୋଜ ଶୁଆ

କଟକ(କେନ୍ଯୁଜ୍):୧୨ ଦିନ ପରେ ଉଦ୍ଧାର ହେଲା ନିଖୋଜ କୋକୋ। କେଶୁରା ନିକଟ ମନୋଜ କୁମାର ସ୍ୱାଇଁଙ୍କ ଘରୁ ଉଦ୍ଧାର ହୋଇଛି ଶୁଆ। ବର୍ଷାରେ ଓଦା ହୋଇ କୋକୋକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ମନୋଜ ସ୍ୱାଇଁଙ୍କ ସ୍ତ୍ରୀ ମାମିନା ପ୍ରଧାନ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। କଟକ…