ଟିମ୍ ଇଣ୍ଡିଆ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ
(କେନ୍ୟୁଜ) : ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ କିପର ତଥା କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ । ପାର୍ଥୀବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍ ହାମ୍ରେଜ ସହ ସଂଘର୍ଷ କରୁଥିଲେ । ତେବେ ବାପାଙ୍କ ଦେହାନ୍ତ ପରେ ଏନେଇ ପାର୍ଥୀବ ପଟେଲ ନିଜେ ଟ୍ୱିଟ୍ ମାଧ୍ୟମରେ…