ଶାଢି ପିନ୍ଧି ଜିମ୍ନାଷ୍ଟିକ୍ସ କଲେ ଯୁବତୀ, ଦେଖିଲେ ଆଖିକୁ ବି ବିଶ୍ବାସ କରିପାରିବେନି
ଏବେ ଆପଣ ଯାହା ବି କରନ୍ତୁ ସବୁକିଛି ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏମିତି ଏକ ଭିଡିଓ ଏବେ ଭାଇରଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ଶାଢି ପିନ୍ଧି ଫ୍ଲିପ ମାରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି।
ଭାଇରଲ ହେଉଥିବା ଭିଡିଓରେ ଜଣେ ଯୁବତୀ ଲାଭେଣ୍ଡର…