ଏମିତି ଭାଇ ଭଉଣୀଙ୍କ ଯୋଡି, ଯିଏ ଏକାସାଙ୍ଗରେ ପଢି ୯୫ ବର୍ଷରେ ପାସ କଲେ ଗ୍ରାଜୁଏସନ୍
ଆମେରିକା : ଡେନବର ସହରରେ ରହୁଥିବା ୯୫ ବର୍ଷର ଭାଇ ଓ ୯୪ ବର୍ଷର ଭଉଣୀ ଏକା ସାଙ୍ଗରେ ଗ୍ରାଜୁଏସନ ପାସ କରିଛନ୍ତି। ଏହି ବୟଜ୍ୟେଷ୍ଠ ମହିଳାଙ୍କ ନାମ ଏନୀଟା ରେମିରୋଜ ଓ ପୁରୁଷଙ୍କ ନାମ ଜିଓର୍ଜ ରେମିରୋଜ ଅଟେ । ଦୁଇ ଜଣ ଯାକ ୮୦ ବର୍ଷର ଲମ୍ବା ସମୟ ପୂରଣ କରିବା ପରେ ଗ୍ରାଜୁଏସନ ପଢା ପୂର୍ଣ୍ଣ…