Browsing Tag

passenger bus accident

କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: ଜଣେ ମୃତ,୧୫ରୁ ଅଧିକ ଆହତ

ଭଞ୍ଜନଗର : କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୧୫ରୁ ଅଧିକ ଆହତ ହୋଇଛନ୍ତି । ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଯାତ୍ରୀବାହୀ ବସ୍ ଯାଉଥିଲା । କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।…

ପୀତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜାତୀୟ ରାଜପଥ ପୀତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଭୁବନେଶ୍ବରରୁ ଆସ୍କା ଯାଉଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ପାଖାପାଖି ୧୦ ଯାତ୍ରୀ ଆହତ ସୂଚନା ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ପାଖାପାଖି ୫୦…

ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଅଧିକ ଯାତ୍ରୀ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର : ଓଲଟିଲା ଯାତ୍ରୀବାହୀ ବସ୍‌ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ…

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଖଲ୍ଲିକୋଟ: ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ । ଗଞ୍ଜାମ - ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ବରରେ ଦୁର୍ଘଟଣା ଘଟିଛି । ବାଲୁଙ୍କେଶ୍ୱର ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ ଆସିକା ଯାଉଥିବା ବେଳେ ଟ୍ରକ ପଛ ପଟେ ପିଟି ହୋଇଯାଇଥିଲା ।…

ଖସିଲା ଯାତ୍ରୀବାହୀ ବସ: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ; ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଫେରାର

ବାଲୁଗାଁ: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥର ନୂଆଗଡ଼ ଛକ ନିକଟରେ ରାସ୍ତା ତଳକୁ ଖସିଛି ବସ ।  ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ବାଲୁଗାଁ ପହଞ୍ଚିିବା ପୂର୍ବରୁ ନୂଆଗଡ ଛକ ପାଖରେ…

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ ,୩ ଆହତ

ଦଶପଲ୍ଲା (କେନ୍ୟୁଜ): ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୩ ଆହତ । ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ । ବସ୍ ଟି ବୁଗୁଡାରୁ ଝାରସୁଗୁଡା ଯାଉଥିବା ବେଳେ ରଘୁନାଥ ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ବସ୍ ରେ ମୋଟ ୪୫ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ…

ସଡ଼କ ଦୁର୍ଘଟଣା : ହାଇୱାକୁ ପିଟିଲା ଯାତ୍ରୀବାହୀ ବସ : ୩୦ରୁ ଉର୍ଦ୍ଧ୍ଵ ଆହତ

କରଞ୍ଜିଆ (କେନ୍ୟୁଜ): କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ବାମନାସାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହେଇଯାଇଛି । କଲ୍ଯାଣି ବସ ହାତୀବାରିରୁ କରଞ୍ଜିଆ ଆସୁଥିବା ସମୟରେ ଦୁର୍ଘଟଣା ହେଇଯାଇଛି । ବସ ଏବଂ ଟ୍ରକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳ ରେ ୩୦ରୁ ଉର୍ଦ୍ଧ୍ଵ ଆହତ…

ସମ୍ବଲପୁର ଖିଣ୍ଡା ଛକ ନିକଟରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୫ ଗୁରୁତର

ସମ୍ବଲପୁର(କେନ୍ୟୁଜ୍): ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଜଣେ ମୃତ, ୫ ଗୁରୁତର । ସମ୍ବଲପୁର ଠେଲକୋଲଇ ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିଲା ଯାତ୍ରୀବାହୀ ବସ୍‌ । ସମସ୍ତ ୫ ଗୁରୁତରଙ୍କୁ ଝାରସୁଗୁଡା ସ୍ଥାନାନ୍ତର…

ଆସିକା ନଳବଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯାତ୍ରୀବାହୀ ବସ୍ ଧକ୍କାରେ ବୃଦ୍ଧ ମୃତ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଗଜପତି ପ୍ରଧାନ । ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ…

ଉତ୍ତରାଖଣ୍ଡରେ ବଡ ଧରଣର ଦୁର୍ଘଟଣା: ଗଭୀର ଖାଇରେ ଖସିଲା ଯାତ୍ରୀବାହୀ ବସ, ୩୨ ମୃତ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବରଯାତ୍ରୀ ବସ୍ ସିମଡି ଗ୍ରାମ ନିକଟରେ ଏକ ଗଭୀର ଖାତରେ ଖସି ପଡିଥିଲା । ଫଳରେ ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ୨୧ ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ବେଳେ…

ବାଘମାରୀ ରାସ୍ତା ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍: ୨୦ ଗୁରୁତର, ୧୦ ଆହତ

ବ୍ରହ୍ମଗିରି(କେନ୍ୟୁଜ୍): ରାସ୍ତାକଡ଼କୁ ଖସିଲା ବସ୍ । ବାଘମାରୀ ରାସ୍ତାର ସିମୋର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍ । ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୨୦ଜଣ ଗୁରୁତର ଥିଲା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ…

ମାଲକାନଗିରି: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଶିଶୁଙ୍କ ସମେତ ୫ ମୃତ

ମାଲକାନଗିରି(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁଣି ନେଲା ଜୀବନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ସଂଗୀତା ଟ୍ରାଭଲ ନାମକ ବସ୍ ଭବାନୀପାଟଣା ରୁ ବିଜୱାଡାକୁ ଯିବାବେଳେ ଭାରସାମ୍ଯ…