ପଣା ସଂକ୍ରାନ୍ତିରେ ଅଘଟଣ: ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୫ ଯାତ୍ରୀ ଗୁରୁତର
ପଦ୍ମପୁର (କେନ୍ୟୁଜ): ଆଜି ଓଡ଼ିଆ ନବ ବର୍ଷର ପ୍ରଥମ ଦିନରୁ ଅଘଟଣ । ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…