Browsing Tag

passport

ବଢିବ ପାସପୋର୍ଟ ଦେୟ ରାଶି, ଜୁଲାଇ ୧ରୁ ଲାଗୁ ହେବ ନୂଆ ଦର

ବଢିବ ପାସପୋର୍ଟ ଦେୟ ରାଶି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାସପୋର୍ଟ ଫି’ରେ ବଡ଼ ଧରଣର ବୃଦ୍ଧି କରିଛନ୍ତି । ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬' ଅନୁଯାୟୀ ଏହି ନୂଆ ଦର ଆସନ୍ତା ଜୁଲାଇ ୧ରୁ ଲାଗୁ ହେବ । ସେବା ଶୁଳ୍କ, ଆଧୁନିକୀକରଣ ଏବଂ ଇ-ପାସପୋର୍ଟ ଭଳି ଡିଜିଟାଲ ବ୍ୟବସ୍ଥାର…

ପାସପୋର୍ଟ ନାଗରିକତ୍ବର ପ୍ରମାଣପତ୍ର ନୁହେଁ, ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍

ନୂଆଦିଲ୍ଲୀ : ପାସପୋର୍ଟ ଯାତ୍ରା ପାଇଁ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାସପୋର୍ଟ ହେଉଛି ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍ । ଏହା ନାଗରିକତ୍ୱର ପ୍ରମାଣ ପତ୍ର ନୁହେଁ । ୧୪ତମ ପାସପୋର୍ଟ…

ମୁମ୍ବାଇ ବିମାନବନ୍ଦରରେ ନକଲି ପାସପୋର୍ଟ ସହ ନେପାଳୀ ଏବଂ ବାଂଲାଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇ ସହର ପୋଲିସ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିବାର ପ୍ରୟାସକୁ ପଣ୍ଡ କରିବାରେ ଏହି ଗିରଫଦାରୀ ସଫଳ ହୋଇଛି ।…

ପାସପୋର୍ଟର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ କାହିଁକି ? ଜାଣନ୍ତୁ କେମିତି ହୋଇଥାଏ ନିର୍ଦ୍ଧାରିତ…..

ପାସପୋର୍ଟ ବିନା ବିଦେଶ ଯାତ୍ରା ଅସମ୍ଭବ ଅଟେ । ଏହା ଏପରି ଏକ ଜିନିଷ ଯାହା ଆପଣଙ୍କୁ ବିଦେଶ ଯାତ୍ରା କରିବାରେ ବୈଧାନିକ ରୂପରେ ମାନ୍ଯତା ଦେଇଥାଏ । ଏହା ବିନା ବିଦେଶ ଯାତ୍ରା କରିବା ଅପରାଧ ଅଟେ । କିନ୍ତୁ ଆମ ପଡୋଶୀ ଦେଶ ନେପାଳ ଏବଂ ଭୂଟାନରେ ପାସପୋର୍ଟ ବିନା ମଧ୍ୟ ଯାତ୍ରା କରିହେବ ।…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଆପରାଧିକ ମାମଲା ପାଇଁ ବାଜ୍ୟାପ୍ତି ହେବ ନାହିଁ ପାସପୋର୍ଟ

କଟକ : ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି ।  ହାଇକୋର୍ଟଙ୍କ…

ଜାଣନ୍ତୁ ଏହି ଦେଶରେ ପକ୍ଷୀମାନଙ୍କ ପାଇଁ ପାସପୋର୍ଟ ମଧ୍ୟ ତିଆରି କରାଯାଏ, ପ୍ଲେନ୍‌ରେ ଟିକେଟ ମଧ୍ୟ ବୁକ୍ କରାଯାଏ

ଆପଣମାନେ ତ ଜାଣିଥିବେ ଯେ ଅନ୍ୟ ଯେକୌଣସି ଦେଶକୁ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଏକ ପାସପୋର୍ଟ ଦରକାର ହୋଇଥାଏ । ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଆପଣ ପାସପୋର୍ଟ ଏବଂ ଭିସା ବିନା ପ୍ଲେନ୍‌ରେ ଯାତ୍ରା କରିପାରିବେ ନାହିଁ । କିନ୍ତୁ ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ ମଣିଷ…

ନେଦରଲାଣ୍ଡ ଯିବ ବାରାଣସୀର ବୁଲା କୁକୁର ‘ଜୟା’, ଭାରତ ସରକାର ଜାରି କଲେ ପାସ୍‌ପୋର୍ଟ ଓ ଭିସା

ନେଦରଲାଣ୍ଡ ଯାତ୍ରା କରିବ ବୁଲା କୁକୁର ‘ଜୟା’। ଏହି ଫିମେଲ୍‌ ଷ୍ଟ୍ରିଟ୍‌ ଡଗ୍‌ ବୈଧ ପାସ୍‌ପୋର୍ଟ ଏବଂ ଭିସା ସହିତ ହିଁ ନେଦରଲାଣ୍ଡ ଯିବ। ନେଦରଲାଣ୍ଡର ଜଣେ ମହିଳା ଏହି ବୁଲା କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାରାଣସୀରେ।…

ପୋଷ୍ଟ ଅଫିସରେ ଏମିତି ପାଇବେ ପାସପୋର୍ଟ, ଫଲୋ କରନ୍ତୁ ଏହି ଷ୍ଟେପ

ଏବେ ଆପଣ ନିଜ ଘର ପାଖ ପୋଷ୍ଟ ଅଫିସରେ କରିପାରିବେ ପାସପୋର୍ଟ ଆବେଦନ। ଏହା କରିବା ଖୁବ ସହଜ। ପାଖ ଡ଼ାକଘରେ କମନ୍‌ ସର୍ଭିସ ସେଣ୍ଟର କାଉଣ୍ଟରରେ ଆପଣ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ଜରୁରୀ କାଗଜପତ୍ର ସାଥିରେ ନେବାକୁ ପଡିବ। ଜାଣନ୍ତୁ ସେହି ସମ୍ପର୍କରେ.. – ପାସପୋର୍ଟ ଆବେଦନ…

ବିଦେଶ ଯାତ୍ରା ପାଇଁ ଜଲଦି ଅଛନ୍ତି କି, ତେବେ ୧୫ ଦିନ ଭିତରେ ପାସପୋର୍ଟ ପାଇବାର ପ୍ରୋସେସ ଜାଣନ୍ତୁ

ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବେ ଆପଙ୍କୁ ପାସପୋର୍ଟ ଜରୁରୀ ଏଇଟା ଆପଣ ଜାଣିଛନ୍ତି। କିଛି ବର୍ଷ ପୂର୍ବରୁ ତ ଲୋକମାନେ ପାସପୋର୍ଟ ବନାଇବାକୁ ବି ଡରୁଥିଲେ କାହିଁକିନା ଏହାର ପ୍ରୋସେସ ବହୁତ ମୁସକିଲ ଥିଲା। କିନ୍ତୁ ବର୍ତ୍ତମାନ ସେମିତି ନୁହେଁ। ଏବେ ଆପଣ…

ପାସପୋର୍ଟ ହଜିଗଲେ ଏପରି କରନ୍ତୁ Re-Issue, ଜାଣନ୍ତୁ ସହଜ ଷ୍ଟେପ

ପାସପୋର୍ଟ ଏମିତି ଏକ ଜିନିଷ ଯାହା ସାହାଯ୍ୟରେ ଆମେ ବାହାରକୁ ଯାତ୍ରା କରିଥାଉ। ତେଣୁ ଏହା ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ଭଲ ତଥା ସୁରକ୍ଷିତ ଭାବେ ରଖିବା ଆବଶ୍ୟକ। ଯଦି ଟିକେ ଅବହେଳା କରାଯାଏ ତେବେ ଏହା ନଷ୍ଟ ହେବାର ସମ୍ଭାବନା ଥାଏ। ଯଦି ଏମିତି ଆପଣଙ୍କ ସହ ବି ଘଟୁଛି ତେବେ ଆଦୌ…

ଘରେ ବସି କରନ୍ତୁ ପାସପୋର୍ଟ ଆପ୍ଲାଏ, କେବଳ ଫଲୋ କରନ୍ତୁ ଏହି ପ୍ରୋସେସ୍‌

ଆମେ ସମସ୍ତେ ଜାଣିଛନ୍ତି ଯେ ପାସପୋର୍ଟ ଏକ ଏମିତି ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ପରିଚୟ ପ୍ରମାଣ ପତ୍ର ଆକାରରେ କରାଯାଏ। ଏହାବିନା ବିଦେଶ ଯାତ୍ରା କରିପାରନ୍ତିନାହିଁ। ଆଜି ଆମେ ଆପଣଙ୍କୁ ଅନଲାଇନରେ ପାସପୋର୍ଟ ଆପ୍ଲାଏ କରିବାର ତରିକା ବିଷୟରେ ଜଣାଇବୁ। ପାସପୋର୍ଟ ପାଇଁ ଅନଲାଇନ…

ବିଦେଶ ଯାଇଛନ୍ତି ଆଉ ନିଜ ପାସପୋର୍ଟ ହଜାଇଛନ୍ତି ତେବେ କିପରି ସେଠାରୁ ଫେରିବେ ?

ବିଦେଶକୁ ଯାଇଛନ୍ତି କି ତେବେ ଆପଣଙ୍କୁ ଜଣାଥିବ ପାସପୋର୍ଟ ଏଥିପାଇଁ କେତେ ଜରୁରୀ । ଆପଣ ସବୁ ହଜାଇ ଦିଅନ୍ତୁ କିନ୍ତୁ ଏହି ପରିଚୟ ପତ୍ର ଖଣ୍ଡିକକୁ ଆପଣ ଅତି ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ଆପଣଙ୍କୁ ଜଣାଥାଏ ଏହା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ ଖାସ କରି ନିଜ ଦେଶକୁ ପେରିବା ପାଇଁ ।…