ଅନ୍ୟମାନଙ୍କୁ ସେୟାର କରିପାରିବେନି Disney+ Hotstar ପାସୱାର୍ଡ, ସମସ୍ୟାରେ ୟୁଜର୍ସ
ଭାରତରେ OTT ଆପ୍ସର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନେକ ଲୋକ ବିଭିନ୍ନ OTT ଆପ୍ସ ବ୍ୟବହାର କରନ୍ତି, କିନ୍ତୁ ସେମାନେ ଏହାର ପେମେଣ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ । ଏଥିପାଇଁ କିଛି ଲୋକ ପରସ୍ପରର ଲଗଇନ୍ ପାସୱାର୍ଡ ଦ୍ବାରା OTT ସବସ୍କ୍ରିପସନ ସେୟାର କରନ୍ତି । OTT ସବସ୍କ୍ରିପସନ୍…