Browsing Tag

patakura election

ପାଟକୁରାରେ ଭୋଟିଂ ପରେ ଉତ୍ତେଜନା, ଇଭିଏମ ବାକ୍ସ ସିଲ ହୋଇନଥିବା ବିଜେପିର ଅଭିଯୋଗ

ପାଟକୁରା (କେନ୍ୟୁଜ୍) : ଭୋଟିଂ ପରେ ଉତ୍ତେଜନା। ଭିଭିପାଟ ମେସିନ ରଖିବା ବେଳେ ଉତ୍ତେଜନା ଦେଖାଦେଇଛି। ଭୋଟିଂ ଶେଷ ପରେ ପୋଲିଂ ପାର୍ଟିମାନେ ଇଭିଏମ ଓ ଅନ୍ୟ ସାମଗ୍ରୀ ଧରି କେନ୍ଦ୍ରାପଡ଼ା କଲେଜକୁ ଫେରିଥିଲେ। ୨୨୦ ନଂ ବୁଥର ଇଭିଏମ ବାକ୍ସ ସିଲ ହୋଇନଥିବା ଅଭିଯୋଗ କରି ବିଜେପି କର୍ମୀମାନେ…

ଓଡ଼ିଶା ରାଜନୀତିରେ ସୃଷ୍ଟି ହେଉଛି କି ନୂଆ ଅଧ୍ୟାୟ ?କେନ୍ଦ୍ରରେ ସମର୍ଥନ, ରାଜ୍ୟରେ ଲଢେଇ

ରାଜ୍ୟ ରାଜନୀତିରେ ଏକ ନୂଆ ଯୁଗର ସୃଷ୍ଟି ହୋଇଛି କି? ରାଜ୍ୟର ବିଜେଡି ସରକାର ଓଡ଼ିଶାରେ ବିଜେପି ସହ ଲଢେଇ କରୁଛନ୍ତି, କିନ୍ତୁ କେନ୍ଦ୍ରରେ ବିଜେପିକୁ ଗଠନମୂଳକ ସହଯୋଗ କରୁଛି। ଏହି ନୂଆ ଦିଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାଟକୁରା ପାଇଁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟ ଘମାସାନ। ବିଜେପିକୁ…

ଫନି ପାଇଁ ପୁଣି ଦୁଇ ମାସ ଘୁଞ୍ଚିଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର(କେନ୍ୟୁଜ୍): ମେ ୧୯ ତାରିଖରେ ହେବ ନାହିଁ ପାଟକୁରା ନିର୍ବାଚନ। ବାତ୍ୟା ଫନି ପାଇଁ ଦୁଇ ମାସ ଘୁଞ୍ଚିଲା। ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ  ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନିର୍ବାଚନ କେବେ ହେବେ…

ବିଜେଡି ପାଟକୁରା ସସପେନ୍ସର ଅନ୍ତ , ବେଦପ୍ରକାଶ ଅଗ୍ରୱାଲ୍ ଦାଖଲ କଲେ ନାମାଙ୍କନ ପତ୍ର

କେନ୍ୟୁଜ୍ : ବିଜେଡି ପାଟକୁରା ସସପେନ୍ସର ଅନ୍ତ । ବେଦପ୍ରକାଶ ଅଗ୍ରୱାଲ୍ ଦାଖଲ କଲେ ନାମାଙ୍କନ ପତ୍ର । ପାଟକୁରା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବେଦପ୍ରକାଶ  । ସ୍ବାସ୍ଥ୍ୟଗତ କାରଣରୁ ଚାଲିଥିଲା କଳ୍ପନାଜଳ୍ପନା । ନାମାଙ୍କନ ପତ୍ର ଦାଖଲ ପରେ ଅନ୍ତ ହୋଇଛି ସବୁ…