Browsing Tag

patanjali

ପତଞ୍ଜଳି ଭ୍ରାମକ ବିଜ୍ଞାପନ: ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି

ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି ହୋଇଛି । କେରଳର ଏକ କୋର୍ଟ ଭ୍ରାମକ ବିଜ୍ଞାପନ ମାମଲାରେ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ପଲକ୍କଡ଼ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦ୍ଵିତୀୟ…

ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ, ଆପଣ ବ୍ୟବହାର କରୁନାହାନ୍ତି ତ ଏହି ସବୁ ପ୍ରଡକ୍ଟ

ବଢ଼ିଲା ପତଞ୍ଜଳିର ସମସ୍ୟା । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିର ସମସ୍ୟା କମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଔଷଧି ବିଭାଗର ଲାଇସେନ୍ସ ପ୍ରାଧିକରଣ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରିଛି । ଖାସ୍‌ କଥା ହେଉଛି, ଏ ସମସ୍ତ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲା : ସୁପ୍ରିମକୋର୍ଟ ବର୍ଷିବା ପରେ ବାବା ରାମଦେବ ମାଗିଲେ କ୍ଷମା, ଛପାଇଲେ ବଡ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବର୍ଷିବା ପରେ ପତଞ୍ଜଳି ତରଫରୁ ଆଜି ସମାଦପତ୍ରରେ ନୂଆ କ୍ଷମା ପ୍ରାର୍ଥନା କରିଛନ୍ତି । ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ…

‘ଯେତିକି ବଡ଼ ବିଜ୍ଞାପନ ଦେଇଥିଲ, ସେତିକି ବଡ଼ କ୍ଷମା ପ୍ରାର୍ଥନା ଦିଅ’, ପତଞ୍ଜଳିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ସହିତ ଜଡିତ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ସଂସ୍ଥାର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ହେମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଶୁଣାଣି…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି, ଆଚାର୍ଯ୍ୟ ବାଲକୃଷ୍ଣ କହିଲେ, ‘ମୁଁ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ନିଜର ଅତୀତର ବିବୃତ୍ତି ପାଇଁ ସୁପ୍ରିମକୋର୍ଟଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିଛି । ପତଞ୍ଜଳି ଆୟୁର୍ବେଦର ଏମ୍‌ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ କମ୍ପାନୀର 'ଅପମାନଜନକ ବାକ୍ୟ’ ଥିବା…

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ; କହିଲେ, ‘ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ମିଥ୍ୟା ଦାବି କରନାହିଁ’

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ। ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ପତଞ୍ଜଳିକୁ କୌଣସି ବିଭ୍ରାନ୍ତିକର ବିଜ୍ଞାପନ କିମ୍ବା ମିଥ୍ୟା ଦାବି ନ କରିବାକୁ କହିଛନ୍ତି। ଏହା କଲେ ଭାରି…

ଉଧାର ଆଣି ପତଞ୍ଜଳିର ଆରମ୍ଭ କରିଥିଲେ ବାବା ରାମଦେବ, କମ୍ପାନୀର ବାର୍ଷିକ ଟର୍ନ ଓଭର ୪୦ ହଜାର କୋଟି

କେନ୍ୟୁଜ୍(ବ୍ୟୁରୋ): ଉଧାର ଆଣି କମ୍ପାନୀ ଆରମ୍ଭ କରିଥିଲେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ । ଆଜି କମ୍ପାନୀର ବାର୍ଷିକ ଟର୍ନ ଓଭର ୪୦ ହଜାର କୋଟି । ସ୍କଟଲାଣ୍ଡରେ ରହିଛି ୨ ମିଲିୟନ ପାଉଣ୍ଡର ଏକ ଦ୍ବିପ । ବାବା ରାମଦେବ ଦିନେ କହିଥିଲେ ଦିବ୍ୟା ଫାର୍ମାସୀକୁ ରେଜିଷ୍ଟ୍ରେସନ କରିବା ପାଇଁ…

ଭୂଟାନ ପରେ ଏବେ ନେପାଳରେ କୋରୋନିଲର ବ୍ୟବହାର ଉପରେ ଲାଗିଲା ରୋକ

କରୋନାକୁ ହରେଇବା ପାଇଁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଦ୍ୱାରା ନିର୍ମିତ କୋରୋନିଲ କିଟର ବ୍ୟବହାର ଉପରେ ନେପାଳ ତରଫରୁ ଲାଗିଛି ରୋକ । ଯୋଗଗୁରୁ ବାବା ରାମଦେବ ନେପାଳକୁ ଉପହାର ଆକାରରେ କୋରୋନିଲ କିଟ ପଠାଇଥିଲେ । କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ନେପାଳ ସରକାର ମନା କରିଛନ୍ତି ।…

CMO କହିଲେ, ପତଞ୍ଜଳି ଯୋଗପୀଠରେ ୮୩ ଲୋକ ପଜିଟିଭ, ବାବା ରାମଦେବଙ୍କ ପ୍ରବକ୍ତା କଲେ ଖଣ୍ଡନ

ପୂରା ଦେଶରେ କରୋନାର ପ୍ରକୋପ ବଢ଼ିଚାଲିଛି। ଉତ୍ତରାଖଣ୍ଡରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରୁ ବଡ଼ ଖବର ସାମ୍ନାକୁ ଆସିଛି। ସିଏମ୍‌ଓ ଡା. ଏସ୍‌କେ ଝା କହିଛନ୍ତି କି, ପତଞ୍ଜଳି ଯୋଗପୀଠର ଅଲଗା ଅଲଗା ୩ ସଂସ୍ଥାରେ ୮୩ କରୋନା…

ବାବା ରାମଦେବ ଲଞ୍ଚ କଲେ କରୋନା ଔଷଧ ‘କରୋନିଲ୍’, WHO ପକ୍ଷରୁ ମିଳିଛି ଅନୁମତି

ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ବିରୋଧରେ ଲଢେଇ କରିବାକୁ ଆଉ ଏକ ଔଷଧ ଲଞ୍ଚ କରିଛନ୍ତି। ନୂଆ ଔଷଧ ଲଞ୍ଚ ସମୟରେ କେନ୍ଦ୍ରୀ ସ୍ବାସ୍ଥ୍ଯମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ନୂଆ ଔଷଧର ନାମ କରୋନିଲ ରହିଛି। ଏଥିସହ ବାବା…

ଭିଭୋ ହଟିବା ପରେ IPL 2020 ସ୍ପନସରସିପ୍‌ ଦୌଡରେ ପତଞ୍ଜଳୀ, ଇଚ୍ଛା କରୁଛନ୍ତି ବାବା ରାମଦେବ

ଇଣ୍ଡିଆନ ପ୍ରିମିଅର ଲିଗ (IPL) ଟାଇଟଲ ସ୍ପୋନସରସିପରୁ ଭିଭୋ ହଟିଯିବା ପରେ ଏବେ ସ୍ପନସରସିପ୍‌ ପାଇଁ ସ୍ୱଦେଶୀ କମ୍ପାନୀ ଲମ୍ବା ଲାଇନ ଲଗାଇଛନ୍ତି। ଭିଭୋ ହଟିଯିବା ପରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆଇପିଏଲ ଟାଇଟଲ ସ୍ପନସରସିପ୍‌ ପାଇଁ ଅଣ୍ଟା ଭିଡିଛି। ପତଞ୍ଜଳୀର…

ମେଡିସିନ୍‌ ପରେ ଏବେ ରସଗୋଲା ଓ ଗୋଲାପ ଜାମୁ ବିକୁଛନ୍ତି ରାମଦେବ, ଗାଈ କ୍ଷୀର ଓ ଗୋଲାପ ଜଳରେ ତିଆରି କରିଥିବା ଦାବି

ଏମ୍‌ଏଫ୍‌ସିଜି ସେକ୍ଟର ଠାରୁ ଆରମ୍ଭ କରି ହର୍ବାଲ ପ୍ରଡକ୍ଟ ଯାଏଁ ସବୁ ପ୍ରକାରର ଦ୍ରବ୍ୟ ବିକ୍ରି କରୁଥିବା ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବେ ମିଠା ବିକ୍ରି କରୁଛି। ପତଞ୍ଜଳି ଗୋଲାପ ଜାମୁ ଓ ରସଗୋଲା ବିକ୍ରି ଆରମ୍ଭ କରିଦେଇଛି। ପତଞ୍ଜଳି ଆୟୁର୍ବେଦ ଏକ ଟ୍ୱିଟ୍ କରି ଏହି ସୂଚନା…