ଟାଟା ମୋଟର୍ସ ଏମଡି କହି ଠକିଛନ୍ତି ଆକାଶ ପାଠକ, ଠକାମୀର ଶିକାର ହୋଇଥିଲେ ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ୍ ଏଡିଜିଙ୍କ…
ଭୁବନେଶ୍ବର: ଆକାଶ ପାଠକଙ୍କ ଠକେଇର ଶିକାର ହୋଇଥିଲେ ରିପୋର୍ଟ କରନ୍ତୁ । ଯେଉଁମାନେ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇର ଶିକାର ହୋଇଛନ୍ତି ସେମାନେ ଆଗକୁ ଆସନ୍ତୁ, ପୋଲିସକୁ ଏ ସମ୍ପର୍କରେ ଅବଗତ କରାନ୍ତୁ । କ୍ରାଇମବ୍ରାଞ୍ଚ୍ ଏ ଡି ଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସାମ୍ବାଦିକ…