Browsing Tag

pathak father and son

ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ, ଖାରବେଳେ ନଗର ଥାନାରେ ଦାୟର ମାମଲାରେ ଜାମିନ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ। ଟ୍ରାଭେଲ୍ସ ବିଲ ଠକେଇ ମାମଲାରେ ଜାମିନ ମିଳିଥିବା ନେଇ ସୂଚନା। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଟଙ୍କା ରିକଭରି ପାଇଁ ସ୍କାଏ କିଙ୍ଗ୍ ମାଲିକ ଭୁବନେଶ୍ବରର…

ଆଜି ରିମାଣ୍ଡର ଦ୍ୱିତୀୟ ଦିନ, ଚାକିରି ଜାଲିଆତି ନେଇ ଆକାଶଙ୍କଠାରୁ ଅଧିକ ତଥ୍ୟ ହାସଲ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପାଞ୍ଚ ଦିନିଆ ରିମାଣ୍ଡରେ ଆକାଶ ପାଠକ । ଆଜି ଦ୍ୱିତୀୟ ଦିନରେ ଆକାଶଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଚାକିରି ଜାଲିଆତି ନେଇ ଅଧିକ ତଥ୍ୟ ହାସଲ କରିବ । ଗତକାଲି ଅଭୟ ଓ ଆକାଶଙ୍କୁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ହାଜର ପରେ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା…

ଆକାଶ ପାଠକଙ୍କ ପିଏ ଡେଭିଡ଼ ପିଟରଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ, ସାମ୍ନାକୁ ଆସୁଛି ଅନେକ ତଥ୍ୟ

ଭୁବନେଶ୍ବର: ଆକାଶ ପାଠକ ପିଏକୁ କ୍ରାଇମବ୍ରାଞ୍ଚର ଜେରା । ପୁଣେରୁ ଉଠାଇ ଆଣି କାଲିଠାରୁ ପିଏ ଡେଭିଡ଼ ପିଟରକୁ ଜେରା କରୁଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିବା ଜଣାପଡିଛି । ଆକାଶ ଟାଟା କର୍ମଚାରୀ ନୁହଁନ୍ତି ବୋଲି ସେ ଜାଣିନଥିବା କହିଛନ୍ତି । କେବଳ…

ସରିଲା ପାଠକ ବାପା ଓ ପୁଅଙ୍କ ରିମାଣ୍ଡ ଅବଧି, ଜାଣନ୍ତୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲା ଭିଜିଲାନ୍ସ

ଭୁବନେଶ୍ବର: ସରିଲା ଆଇଏଫଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ହାଜର ପରେ ଭିଜିଲାନ୍ସ ଆଉ ରିମାଣ୍ଡ ପାଇଁ ଆବେଦନ କରିବନାହିଁ ବୋଲି ଜଣାପଡ଼ିଛି । ସୂଚନା ଥାଉକି, ସେମାନଙ୍କୁ ତିନି ଦିନିଆ…

ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ପାଠକ ବାପା-ପୁଅଙ୍କୁ ମୁହାମୁହିଁ ଜେରା କରିବ ଭିଜିଲାନ୍ସ

ଭୁବନେଶ୍ବର: ଝାରପଡ଼ାରୁ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ ୧୦ ଘଣ୍ଟା ମାରାଥନ ଜେରା କରିଛି ଭିଜିଲାନ୍ସ। ୭ ଜଣିଆ ଟିମ୍‌ ବାପା-ପୁଅଙ୍କୁ ଅଲଗା ଅଲଗା ଜେରା କରିଛନ୍ତି । ଗତକାଲି ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜେରା କରିଥିଲା ଟିମ୍‌ । କେଉଁଠୁ ଏତେ ଟଙ୍କା ଆଣିଲେ ? ଆଉ…