Browsing Tag

Pathan

ଜମୁଛି ଶାହାରୁଖ ଖାନଙ୍କ ପଠାନ୍‌ କ୍ରେଜ୍‌: ଓପନିଂ ଡେରେ ୫୪ କୋଟି କଲେକ୍ସନ କରିଛି

କେନ୍ୟୁଜ୍(ବ୍ୟୁରୋ):   ଜମୁଛି ଶାହାରୁଖ ଖାନଙ୍କ ପଠାନ୍‌ କ୍ରେଜ୍‌ । ଓ୍ଵିକେଣ୍ଡରେ ୨୦୦ କୋଟି ଅତିକ୍ରମ କରିବ ଫିଲ୍ମ । ଓପନିଂ ଡେରେ ୫୪ କୋଟି କଲେକ୍ସନ କରିଛି ଶାହାରୁଖଙ୍କ ଆକ୍ସନ ପ୍ୟାକଡ୍‌ ଫିଲ୍ମ । ଏହାସହ ଫିଲ୍ମ ସବୁଠୁ ନନ୍‌ ହଲି ଡେ ଓପନର ହୋଇଛି । କେଜିଏଫ-୨ର ରେକର୍ଡ ଭାଙ୍ଗିଛି…

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଲେ ଶାହରୁଖ, ରିଲିଜ ହେଲା ‘ପଠାନ’ର ଟିଜର

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଇଛନ୍ତି ଶାହରୁଖ ଖାନ। କିଙ୍ଗ ଖାନଙ୍କ ଜନ୍ମଦିନରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଟିଜର। ଶାହରୁଖ ୫୭ ତମ ଜନ୍ମଦିନରେ ୟଶରାଜ ଫିଲ୍ମ ‘ପଠାନ’ର ଟିଜର ରିଲିଜ କରିଛି। ଆଉ ଶାହରୁଖଙ୍କ ଫାନ୍ସଙ୍କୁ ଉପହାର ଦେଇଛି। ଆଉ ଟିଜରକୁ ଦେଖି ଫ୍ୟାନ୍ସ…

ଏହି ଦିନ ହଲ୍‌ରେ ରିଲିଜ୍‌ ହେବ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’, ନିଜେ କିଙ୍ଗ୍‌ ଖାନ୍‌ ଘୋଷଣା କଲେ…

ଶାହାରୁଖ ଖାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଘୋଷଣା ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’ର ରିଲିଜ୍‌ ତାରିଖ। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ପଠାନ୍‌ ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ। ଏ ନେଇ ନିଜେ ଶାହାରୁଖ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଶାହାରୁଖ ନିଜ…

ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ପାଇଁ ଦୀପିକା ପାଦୁକୋନ୍‌ ଚାର୍ଜ କଲେ ଏତେ କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ରେ ନଜର ଆସିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଛନ୍ତି। ସୂଚନା ମୁତାବକ ଦୀପିକା ପାଦୁକୋନ୍‌ ‘ପଠାନ୍‌’ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ…

ଶାହରୁଖଙ୍କ ଚଳଚ୍ଚିତ୍ର ‘ପଠାନ’ରେ ଏବେ ସଲମାନ ଖାନ ବି ଆସିବେ ନଜର

ଆଜିକାଲି ଜଣେ ଖାନ ଅନ୍ୟ ଜଣେ ଖାନଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ସେ ଫିଲ୍ମରେ ଏକ ଛୋଟ ଭୂମିକା ହେଉପଛେ । ଶାହାରୁଖ ଖାନ 'ପଠାନ' ନାମକ ଏକ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଥିରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି । ଖବର ମୁତାବକ,…