ଚିକିତ୍ସା ବେଳେ କରୋନା ରୋଗୀ ଡାକ୍ତରଙ୍କୁ କଲେ ପ୍ରେମ ନିବେଦନ, ଆଉ ତାପରେ ହସ୍ପିଟାଲ ଭିତରେ ହିଁ…
କରୋନା ଯୁଗରେ ବର୍ତ୍ତମାନ ଲଭଷ୍ଟୋରି ଲେଖାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ମହାମାରୀ ଲୋକଙ୍କ ଜୀବନକୁ ଖରାପ କରିଦେଇଥିବା ବେଳେ ପ୍ରେମୀଯୁଗଳଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନି । ନିକଟରେ ଇଜିପ୍ଟରେ ଏକ ଏପରି ଘଟଣା ଘଟିଛି, ଯେଉଁଠାରେ ଏକ କରୋନା ରୋଗୀ ତାଙ୍କର…