ପତିତପାବନ ବାନା : ଆଗରୁ ଉଡ଼ି ଯାଇଥିଲା ଏବେ ଚିରିଗଲା
ପୁରୀ (କେ ନ୍ୟୁଜ୍) : ଠିକ୍ ବାତ୍ୟା ଅମ୍ପନ୍ ଆସିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ି ଯାଇଥିଲା । ତେବେ ଆଜି ବାତ୍ୟା ବେଳେ ଏହା ଚିରି ଯାଇଛି। ପୁରୀ ସହରରେ ୪୦କିଲୋମିଟରରୁ ଅଧିକ ବେଗରେ ପବନ ବହିବା ଯୋଗୁ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନାର ମଧ୍ୟଭାଗ…