ଭୁବନେଶ୍ୱର AIIMSର ପଞ୍ଚମ ମହଲା ଝରକାରୁ ଡେଇଁ ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଅଭାବନୀୟ ଘଟଣା । ଭୁବନେଶ୍ୱର AIIMSର ପଞ୍ଚମ ମହଲା ଝରକାରୁ ଡେଇଁ ରୋଗୀଙ୍କ ମୃତ୍ୟୁ । ମୃତକ ହେଲେ ପୁରୀ ଜିଲ୍ଲାର ୪୦ ବର୍ଷୀୟ ମହେନ୍ଦ୍ର ସ୍ୱାଇଁ । ପ୍ଲାଷ୍ଟିକ୍ ସର୍ଜରୀ ଓ୍ଵାର୍ଡରେ ସେ ଚିକିତ୍ସାଧୀନ ଥିଲେ । ଆଜି ଛାତରେ ହ୍ଵିଲ ଚେୟାରରେ ବୁଲୁଥିଲେ ।…