ଦୁଇ ଛୁଆଙ୍କ ପାଇଁ ଅସହାୟ ମା’ର କରୁଣ ନିବେଦନ, ସରକାରଙ୍କୁ ମାଗୁଛନ୍ତି ସହାୟତା
ମୁଁ ଆଉ ପାରୁନି, ମୋର ଦୁଇ ଛୋଟ ଛୋଟ ପିଲାଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ପାଇଁ ମୁଁ ଆଉ ସକ୍ଷମ ନୁହେଁ । ସରକାର ସାହାଯ୍ୟ ନ କଲେ ମୋ ପିଲାଙ୍କୁ ପ୍ରତିପୋଷଣ କରିବା ପାଇଁ ମୋ ପାଖରେ ଆଉ ସମ୍ଭବ ହୋଇପାରୁନି, ଏହା ହେଉଛି ଜଣେ ଅସହାୟ ମା'ଙ୍କର ସରକାରଙ୍କୁ କରୁଣ ନିବେଦନ । ଏ…