ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ : ନମିତା ଗୋଖଲେଙ୍କୁ ନୀଳିମା ରାଣୀ ସାହିତ୍ୟ ସମ୍ମାନ
ଭୁବନେଶ୍ୱର (କେନ୍ୟୁଜ୍) : ଆମ ସଂସ୍କୃତି ଓ ଅସ୍ତିତ୍ୱର ପରିଚୟ ହେଉଛି ଶବ୍ଦ ଓ ସାହିତ୍ୟ । ଏକଥା କହିଛନ୍ତି ବିଶିଷ୍ଟ ଲେଖିକା ଓ କବି ତଥା ଜୟପୁର ଜାତୀୟ ସାହିତ୍ୟ ମହୋତ୍ସବର ସହ-ପ୍ରତିଷ୍ଠାତା ନମିତା ଗୋଖଲେ। ସୋମବାର ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ…