ଜଳ ଭାଗରେ ପାଟ୍ରୋଲିଙ୍ଗ, ଆର୍ଯ୍ୟପଲ୍ଲୀ ଥାନା ପୋଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ
ଛତ୍ରପୁର: ଜଳପଥରେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା । ସମୁଦ୍ର ପଥ ଦେଇ ଭାରତକୁ କେହି ଯେମିତି ପ୍ରବେଶ ନ କରି ପାରିବେ ସେଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଜଳପଥରେ ହାଇଆଲର୍ଟ ଜାରି ହେବା ପରେ ତତ୍ପର ହୋଇଛି ଆର୍ଯ୍ୟପଲ୍ଲୀ ଥାନା ପୋଲିସ ।
ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ…