Browsing Tag

pattamundai

ଡାଲମା ହାଣ୍ଡିରେ ସାପ, ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ

ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରେ ସାପ । ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ l କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଅଭାବନୀୟ ଘଟଣା ଘଟିଛି  l ଭାଗବତ ସପ୍ତାହ ଅଵସରରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ପ୍ରସାଦ ରନ୍ଧା…

ସ୍କୁଲରେ ଶିକ୍ଷକ ଅଭାବ ନେଇ ନିଆରା ପ୍ରତିବାଦ, ୟୁନିଫର୍ମ ଫେରାଇବା ସହ ମିଡ ଡେ ମିଲ୍ ବି ଖାଇଲେନି ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ: ସ୍କୁଲ ୟୁନିଫର୍ମ ଫେରାଇଲେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ । ସ୍କୁଲରେ ଶିକ୍ଷକ ଅଭାବ ନେଇ ନିଆରା ପ୍ରତିବାଦ । ୟୁନିଫର୍ମ ଫେରାଇବା ସହ ମିଡ ଡେ ମିଲ୍ ବି ଖାଇଲେନି । ଶିକ୍ଷକ ଅଭାବକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ ଛାତ୍ରଛାତ୍ରୀ…

ପୂର୍ବ ଶତ୍ରୁତାରୁ ଏସିଡ ମାଡ଼, ମାଆ ପୁଅ ଗୁରୁତର

ପଟ୍ଟାମୁଣ୍ଡାଇ: ପୂର୍ବ ଶତ୍ରୁତାରୁ ଏସିଡ ମାଡ଼ ।  ମାଆ ପୁଅ ଗୁରୁତର ।  ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ଼ ଅଭିଯୋଗ ହୋଇଛି ।  ଗ୍ରାମର ରବୀନ୍ଦ୍ର ସାହୁ ଓ ବିଜୟ ସାହୁଙ୍କ ମଧ୍ୟରେ ପୁରୁଣା କଳି ଲାଗି ରହିଥିଲା ।  ଯାହାକି ଉଗ୍ର ରୂପ ନେବା ପରେ…

ବୃଦ୍ଧ ବାପାଙ୍କ ଦୀର୍ଘାୟୁ କାମନା କରି ଚାଲିଛି ହୋମଯଜ୍ଞ

ପଟ୍ଟାମୁଣ୍ଡାଇ : ବୃଦ୍ଧ ବୟସରେ ସାହାରା ପାଲଟେ ପୁଅ,ଝିଅ । ସବୁ ବାପା ମାଆ ପୁଅଟେ ଜନ୍ମ କରି ଆଶା ରଖିଥାନ୍ତି ଯେ ବୟସର ଅପରାହ୍ନରେ ସାହା ହେବ ସେଥିରେ ତାଙ୍କ ବାକି ଜୀବନ କଟିଯିବ । ନାତି ନାତୁଣୀଙ୍କ ମୁହଁ ଦେଖି ଜୀବନଟା ପାର ହେଇଯିବ । ନାତି, ନାତୁଣୀଙ୍କ ସହ ଖେଳକୁଦରେ ସମୟ ବିତିଯିବ ।…

୮ ବର୍ଷ ହେବ ରୋଗ ଶଯ୍ୟାରେ ସୁରେନ୍ଦ୍ର, ସ୍ୱାମୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ ଖୋଜୁଛନ୍ତି କୁନ୍ତଳା

ପଟ୍ଟାମୁଣ୍ଡାଇ: ନାରୀଟିଏ ପାଇଁ ମାତୃତ୍ୱ ସୌଭାଗ୍ୟର ବିଷୟ । ସ୍ବାମୀ ସହ ନିଜ ପୁଅଝିଅଙ୍କ ମୁହଁ ଚାହିଁ ମାଆଟିଏ ନିଜ ଜୀବନ କାଟିଦେବାକୁ ଆଶା ରଖିଥାଏ । ହେଲେ ଯେତେବେଳେ ସ୍ବାମୀ ୮ବର୍ଷ ହେବ ରୋଗାକ୍ରାନ୍ତ ହେଇ ଘରେ ପଡ଼ିରୁହେ ସେତେବେଳେ ସମ୍ପୂର୍ଣ୍ଣ ପରିବାରର ବୋଝ ତା ଉପରେ ପଡେ । ଆଉ ଅଣ୍ଟା…

ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ, ଗ୍ରାମବାସୀ ଭୟଭୀତ

ପଟ୍ଟାମୁଣ୍ଡାଇ: ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ଥିବା ପୋଖରୀରେ କୁମ୍ଭୀର ବୁଲୁଥିବା ଲୋକେ ଦେଖିଥିଲେ । ତେବେ ଆଜି ସଖାଳୁ କୁମ୍ଭୀରକୁ ଦେଖିବା ପାଇଁ ପୋଖରୀ କୂଳରେ ଗ୍ରାମବାସୀଙ୍କ ଭିଡ…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା, ପୁରୁଷ ବନ୍ଧୁଙ୍କ ନାମରେ ଲାଗିଲା ସଙ୍ଗିନ ଦଫା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା ।  ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ।  ୪ ଦିନ ପରେ ଏତଲା ଦେଇଛନ୍ତି ପରିବାରଲୋକ ।  ମୃତ ଛାତ୍ରୀଙ୍କ ବାପା ଓ…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃୃତ୍ୟୁ ଘଟଣା; ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ମୃତ ପୀଡିତାଙ୍କ ବାପା

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ସସପେନ୍ସ ଜାରି । ଏପର୍ଯ୍ୟନ୍ତ ଖୋଲୁନି ରହସ୍ୟ। ୪ ଦିନ ପରେ ଏତଲା ଦେଲ ପରିବାରଲୋକ । ମୃତ ଛାତ୍ରୀଙ୍କ ବାପା ଓ ବଡ଼ଭାଇ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ନାଁରେ ପଟ୍ଟାମୁଣ୍ଡାଇ ଗ୍ରାମଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ଝିଅର…

ଜଳିଗଲେ ନା ଜାଳି ଦେଲେ ? ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ ପରେ ଅନେକ ପ୍ରଶ୍ନ

ପଟ୍ଟାମୁଣ୍ଡାଇ: ଆକାଶରେ ଧୂଆଁ ହୋଇ ମାଟିରେ ପାଉଁଶ ହୋଇ ମିଶି ଯାଇଛି ପୋଡ଼ି ଯାଇଥିବା ଝିଅଟି । ହେଲେ ଛାଡ଼ି ଯାଇଛି ଅନେକ ପ୍ରଶ୍ନ । ଅନେକ ରହସ୍ୟ । …ଆମେ କହୁଛୁ ପଟ୍ଟାମୁଣ୍ଡାଇ ଝିଅ କଥା । ପ୍ରଚାର ହେଉଛି ଗୋଟିଏ କଥା ହେଲେ ଆଖପାଖରେ ଚର୍ଚ୍ଚା ହେଉଛି ଅନ୍ୟ କିଛି କଥା । ଏସବୁ ଭିତରେ ଗିରଫ…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା: ବ୍ଲାକମେଲ କରିଥିବା ପ୍ରେମିକ ଚେନ୍ନାଇରୁ ଗିରଫ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ଜଣେ ଗିରଫ । ବ୍ଲାକମେଲ କରିଥିବା ଅଭିଯୋଗରେ ଚେନ୍ନାଇରୁ ପ୍ରେମିକ ଗିରଫ । ରାଜ୍ୟ ବାହାରରୁ ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତାକୁ ପୋଲିସ ଓଡ଼ିଶା ଆଣୁଛି । ଖୁବଶୀଘ୍ର…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ASIଙ୍କୁ ବଦଳି, ରହସ୍ୟ ଖୋଲିବ ପୋଷ୍ଟମର୍ଟମ ରିପୋର୍ଟ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ଜୀବନ ହାରିବା ଘଟଣାରେ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସ୍‌ପି । ଝିଅ…

ଘର ଭିତରେ ଜଳିଗଲେ ଯୁବତୀ, ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ : ଘର ଭିତରେ ଜଳିଗଲେ ଯୁବତୀ । ମୁଣ୍ଡରେ ହାତ ଦେଇ କାନ୍ଦୁଛି ମା’। ଝିଅକୁ ହରାଇ କାନ୍ଦୁଛନ୍ତି ପୁରା ପରିବାର । ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ଘଟଣାକୁ ଲୋକେ ଭୁଲିପାରି ନଥିବା ବେଳେ ପୁଣି ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ…