Browsing Tag

pattamundai

‘ମୋ ବୋହୂକୁ ପୁଅ ଓ ସ୍ୱାମୀ ମିଶି ମାରିଦେଲେ’

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ନିଜ ସ୍ତ୍ରୀ ଥାଇ ଆଉ ଜଣଙ୍କ ସହ ସମ୍ପର୍କ ରଖିଥିଲେ ଯୁବକ । ଏହାକୁ ନେଇ ପତ୍ନୀ ସହ ଗଣ୍ଡଗୋଳ ହେଲା ଓ ଯୁବକ ଜଣକ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା…

ରାଗ ଏମିତି ହେଲା ଯେ ନିରୀହ କୁକୁରକୁ ହତ୍ୟା କଲେ, ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ୍‌

ପଟ୍ଟାମୁଣ୍ଡାଇ (କେ ନ୍ୟୁଜ୍‌) : ପଶୁ ଠାରୁ ବି ହୀନ ହୋଇଗଲା ମଣିଷ । ରଚିଲା ଏକ କଳଙ୍କିତ ଅଧ୍ୟାୟ । ଘର ଆଗରେ ଶୋଇଥିବା ଏକ ନିରୀହ କୁକୁରକୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପ୍ରହରାଜପୁର ଗାଁରେ ।…

କରୋନା ସର୍ଭେ ବାହାନାରେ ଘରେ ପଶିଲେ, ବନ୍ଧୁକ ଦେଖାଇ ଟଙ୍କା ଗହଣା ଲୁଟି ନେଲେ

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ରାଜ୍ଯରେ କରୋନା ପ୍ରଭାବ ତୀବ୍ର ହୋଇଥିବା ବେଳେ ଏଭଳି ସମୟରେ କରୋନାକୁ ବାହାନା କରି ହୋଇଛି ଏକ ବଡଧରଣର ଲୁଟ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନସିପୁର ଗାଁରେ । ଏହି ଗାଁର କୁଳମଣି ରାଉତଙ୍କ ଘରେ…

ଉଗ୍ର ରୂପ ନେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଦିନ ୨ଟା ପରଠାରୁ ପଟ୍ଟାମୁଣ୍ଡାଇରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪…

ପଟ୍ଟାମୁଣ୍ଡାଇ: ଉଗ୍ର ରୂପ ନେଲା ପଟ୍ଟାମୁଣ୍ଡାଇରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ୧୧ ନମ୍ବର ଓ୍ଵାର୍ଡରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ଦେଖା ଦେଇଛି । ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବାରୁ ଆଜି ଶତାଧିକ ମହିଳା ଥାନା ଘେରାଉ କରିଛନ୍ତି ।…

କରୋନା କରିଦେଲା ସଫଳ ଉଦ୍ୟୋଗୀ, ଆଗରୁ ପର ପାଖେ ଖଟୁଥିବା ରଞ୍ଜନ ଏବେ ନିଜେ ମାଲିକ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଗୁଣ୍ଠି ଗାଁର ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ବି ରହିଛି । ତାଙ୍କ ନାଁ ହେଉଛି ରଞ୍ଜନ କୁମାର ସାହୁ। ରଞ୍ଜନ ଦୀର୍ଘ ୨୧ ବର୍ଷ ହେଲା ବିଭିନ୍ନ କପଡା ଉଦ୍ୟୋଗରେ କାମ କରି ଆସୁଥିଲେ। ଦିଲ୍ଲୀ, ବେଙ୍ଗାଲୁରୁ,…

ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଅଭିନବ ଉପାୟରେ ଧରିଲା ପୋଲିସ୍

ପଟ୍ଟାମୁଣ୍ଡାଇ: ଅଭିନବ ଉପାୟରେ ଚୋର ଧରିଲା ପୋଲିସ୍ ।ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଧରିଛି ପୋଲିସ୍। ସଂପୃକ୍ତ ଯୁବକକୁ ଥାନାରେ ଚାକିରି କରାଇଦେବାକୁ କହି ଯୁବକର ଶାରୀରିକ ପରୀକ୍ଷା କରାଇଥିଲା । ଏହାର ଭିଡିଓ କରି ଚୋରି ବେଳର…

ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳର ଝାଡ଼ ମହାପୁରୁଷପୀଠ, କାହିଁ କେଉଁ ଆଦିମକାଳରୁ ଦେଉଛନ୍ତି ଗାଁକୁ ସୁରକ୍ଷା

ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗ୍ରାମର ଝାଡ ମହାପୁରୁଷ। ଘଞ୍ଚ ଅରଣ୍ୟ ଭିତରେ ନଦୀ କୂଳରେ ଏହି ମହାପୁରୁଷ କାହିଁ କେଉଁ ଆଦିମକାଳରୁ ବସିରହି ଗାଁକୁ ସୁରକ୍ଷା ଦେଇ ଆସୁଛନ୍ତି। କିଛି ଝଡ଼ ଝଞ୍ଜା ହେଉ କିମ୍ବା ବିପଦ, ଥରେ ଖାଲି ଝାଡ ମହାପୁରୁଷଙ୍କୁ ଡାକି ଦେଲେ ସବୁ ବିପଦ ଟଳିଯାଏ। ଦୀର୍ଘ ୩୦୦…

ପଟ୍ଟାମୁଣ୍ଡାଇ: ଚକଲେଟ ଦେଇ ଅନ୍ଧାରକୁ ନେଇ ୧୦ ବର୍ଷ ଝିଅକୁ ଅସଦାଚରଣ କଲ ୫୮ ବର୍ଷିୟ ବୃଦ୍ଧ, ଥାନାରେ ଅଟକ ରଖିଲା…

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ନାବାଳିକାକୁ  ଅସଦାଚରଣ କରି ବୃଦ୍ଧ ଅଟକ। ଏଭଳି ଖବର ଆସିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଘୁଆ ଗ୍ରାମରୁ । ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସେହି ଗ୍ରାମର ଜଣେ ୫୮ ବର୍ଷ ବୟସ୍କ ବୃଦ୍ଧ ନଟବର କାମିଳା ସେହି…

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅସନ୍ତୋଷ, ବିଭିନ୍ନ ସମସ୍ୟାକୁ ନେଇ କଲେଜର ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଅସନ୍ତୋଷ। ବିଭିନ୍ନ ସମସ୍ୟାକୁ ନେଇ ଆଜି ଶତାଧିକ ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜରେ ଦୁଇଦୁଇଥର ଇଣ୍ଟରନାଲ ପରୀକ୍ଷା ହେବା…

କେନ୍ଦ୍ରାପଡା; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନାଁ, ସ୍ଥାନୀୟ ଅଞ୍ଚଳରେ ଭୟର…

ସୋସିଆଲ ମିଡିଆରେ ଭାଇରାଲ ହେଲା ମହାକାଳପଡ଼ାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତାଲିକା। ତାଲିକାରେ ଏକହଜାର ୬୪୯ଜଣଙ୍କୁ ନୋଟିସ ଜାରି ହୋଇଥିବା ଦର୍ଶାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ। ପୂର୍ବରୁ ମହାକାଳପଡ଼ା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା…