Browsing Tag

pawandeep rajan

ଲୁଚିଛପି ବାହା ହୋଇଗଲେ କି ପଓ୍ଵନଦୀପ ଓ ଅରୁଣିତା! ଲିକ୍‌ ହେଲା ଫଟୋ

ବିବାହ କରି ନେଲେ କି ପଓ୍ଵନଦୀପ ଓ ଅରୁଣିତା! ଇଣ୍ଡିଆନ୍‌ ଆଇଡଲ ୧୨ର ସବୁଠୁ ଚର୍ଚ୍ଚିତ ଯୋଡ଼ି ପଓ୍ଵନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ବାହାଘର ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ଦେଖି ଫ୍ୟାନ୍‌ମାନେ ସନ୍ଦେହ କରୁଛନ୍ତି ଯେ ବୋଧ ହୁଏ ଲୁଚାଛପାରେ ଏହି ଦୁଇ…

ବିଗିଡ଼ି ଗଲା ଅରୁଦୀପଙ୍କ ସମ୍ପର୍କ, ପବନଦୀପ ରାଜନଙ୍କୁ ଆଉ ପସନ୍ଦ କରୁନାହାନ୍ତି ଅରୁଣିତାଙ୍କ ବାପା-ମା’

ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ ଯୋଗୁ ଚର୍ଚ୍ଚାରେ ଥିବା ପବନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲ ଅଲଗା ହୋଇଛନ୍ତି। ପବନଦୀପଙ୍କ ସହ ଗୀତ ଗାଇବେନି ବୋଲି ମନା କରି ଦେଇଛନ୍ତି ଅରୁଣିତା। ଇଣ୍ଡିଆନ୍‌ ଆଇଡଲ ୧୨ରେ ଏହି ପ୍ରତିଯୋଗୀ ବେଶ୍‌ ଚର୍ଚ୍ଚାରେ ଥିଲେ। ଏମାନଙ୍କ ଯୁଗଳବନ୍ଦୀ…

ନିର୍ବନ୍ଧ କରିବାକୁ ଯାଉଛନ୍ତି ପବନ୍‌ଦୀପ ରାଜନ୍‌ ଓ ଅରୁଣିତା କାଞ୍ଜିଲାଲ! ‘ମଞ୍ଜୁର ଦିଲ୍‌’ରେ ଇସାରାରେ କହିଲେ ମନ କଥା

ନିର୍ବନ୍ଧ କରିବାକୁ ଯାଉଛନ୍ତି ଇଣ୍ଡିଆନ୍‌ ଆଇଡଲ ଫେମ୍‌ ପବନ୍‌ଦୀପ ରାଜନ୍‌ ଓ ଅରୁଣିତା କାଞ୍ଜିଲାଲ। ଫ୍ୟାନ୍‌ମାନଙ୍କର ଏତେ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଶୋ’ରେ ଉଭୟଙ୍କ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଏଣୁ ଫ୍ୟାନ୍‌ମାନେ ଚାହୁଁଥିଲେ ଯେ ଏହି ସେଲିବ୍ରିଟି କେବଳ ବନ୍ଧୁ ଭାବେ…

ପବନଦୀପ ଏବଂ ଅରୁଣିତା ‘ବଡେ ଅଚ୍ଛେ ଲଗତେ ହୈ’ର ସିଜନ ୨’ ସିରିଏଲରେ ପୁଣିଥରେ ଦେଖାଇବେ ଦମ୍‌

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ସୋ ‘ବଡେ ଅଚ୍ଛେ ଲଗତେ ହୈ’ର ସିଜନ ୨ ଖୁବ ଶୀଘ୍ର ଆସିବାକୁ ଯାଉଛି । ଏଥିରେ ରାମ ବନେ ନକୁଲ ମେହେଟ୍ଟା ଏବଂ ପ୍ରିୟା ଭୂମିକାରେ ଅଭିନୟ କରୁଥିବା ଦିଶା ପରମାରଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ରଙ୍ଗ ଆଣିବାରେ ଲାଗିଛି। ସିରିଏଲର ଦର୍ଶକମାନେ ଉତ୍ସାହର ସହିତ…

‘ଇଣ୍ଡିଆନ୍‌ ଆଇଡଲ’ ଜିତିବା ପରେ ପବନଦୀପଙ୍କୁ ଅଡି କ୍ୟୁ ୭ ଗିଫ୍ଟ କଲେ ଅରୁଣିତା, ଦେଖନ୍ତୁ ଆଉ କିଏ କିଏ କ’ଣ ଦେଲେ…

ସରିଛି ଇଣ୍ଡିଆନ୍‌ ଆଇଡଲର ଚଳିତ ସିଜନ୍‌। ଇଣ୍ଡିଆନ୍‌ ଆଇଡଲ ୧୨ ଜିତି ନୂଆ ରେକର୍ଡ କରିଛନ୍ତି ପବନଦୀପ ରାଜନ। ସେ ଟଙ୍କା ସହ ଟ୍ରଫି ବି ଘରକୁ ନେଇଛନ୍ତି। ପୁରସ୍କାର ଭାବେ ତାଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ମାରୁତି ସୁଜୁକି ସ୍ୱିଫ୍ଟ ମିଳିଛି। ତେବେ କେବଳ ଶୋ’ରୁ ନୁହେଁ, ଅନ୍ୟ ସହ ପ୍ରତିଯୋଗୀଙ୍କ…

ଡ୍ରାଇଭର ଥିଲେ ଇଣ୍ଡିଆନ୍‌ ଆଇଡଲ ୧୨ର ବିଜେତା ପବନଦୀପ! ଘାଟୀ ରାସ୍ତାରେ ବେଶ୍‌ ଆରାମରେ ଚଲାଉଛନ୍ତି ବସ୍‌; ଦେଖନ୍ତୁ…

ଟିଭିର ସବୁଠୁ ଲୋକପ୍ରିୟ ଶୋ’ ଇଣ୍ଡିଆନ୍‌ ଆଇଡଲ ୧୨ ଜିତି ପବନଦୀପ ରାଜନ ବର୍ତ୍ତମାନ ଚର୍ଚ୍ଚାରେ। ଶୋ’ରେ ପବନଦୀପଙ୍କ ଗାଇବା ଶୈଳୀ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଉତ୍ତରାଖଣ୍ଡର ବାସିନ୍ଦା ପବନଦୀପ ଇଣ୍ଡିଆନ୍‌ ଆଇଡଲ ଜିତିବା ପରେ ସଫଳତାର ନୂଆ ଶିଖରକୁ ଛୁଇଁଛନ୍ତି। ତେବେ ଆପଣ ଜାଣନ୍ତି କି ଗୀତ…

ଉତ୍ତରାଖଣ୍ଡ ଷ୍ଟାର ପୱନଦୀପ ରାଜନ କରୋନା ପଜିଟିଭ ଚିହ୍ନଟ, କ୍ବାରେଣ୍ଟାଇନ ରୁମରୁ ଗାଇବେ ଗୀତ

କରୋନା ମହାମାରୀ ଏବେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀରେ କାୟା ମେଲାଉଛି। କରୋନା ସୋନୀ ଟିଭିରେ ପ୍ରସାରିତ ହେଉଥିବା ଇଣ୍ଡିଆନ ଆଇଡଲ ୧୨ରେ ପହଞ୍ଚିଛି। ଶୋ’ର ପ୍ରତିଯୋଗୀ ତଥା ଲୋକପ୍ରିୟ ଗାୟକ ପଓ୍ବନଦୀପ ରାଜନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେ ବର୍ତ୍ତମାନ ମୁମ୍ବାଇର ଏକ ହୋଟେଲରେ…