ଏବେ ବିନା ଇଣ୍ଟରନେଟରେ କରିପାରିବେ ମୋବାଇଲ ଏବଂ କାର୍ଡରୁ ପେମେଣ୍ଟ, କେବଳ ଏତିକି ଟଙ୍କା କରିପାରିବେ ଟ୍ରାଞ୍ଜାକ୍ସନ
ଏବେ ଅଫଲାଇନ ଅର୍ଥାତ୍ ବିନା ଇଣ୍ଟରନେଟରେ କାର୍ଡ କିମ୍ବା ମୋବାଇଲ ଜରିଆରେ ପେମେଣ୍ଟ କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ ଆଧାରରେ ଏହାକୁ କରିବା ପାଇଁ ଅନୁମତି ଦେଇଛନ୍ତି। ଏହା ଜରିଆରେ ଆପଣ ଥରକେ ୨୦୦ ଟଙ୍କା ହିଁ ଟ୍ରାଞ୍ଜାକ୍ସନ କରିପାରିବେ। ପୂର୍ବରୁ ଆପଣ କେବଳ ଇଣ୍ଟରନେଟ ଥିଲେ…